| ଧାନ ଫସଲ ପାଇଁ ଅତ୍ୟାବଶ୍ୟକ ଖାଦ୍ୟସାର | ଖାଦ୍ୟସାର ପରିଚାଳନା | ଧାନ ଉତ୍ପାଦନ ପାଇଁ ୧୬ଟି ଖାଦ୍ୟସାର ଅତ୍ୟନ୍ତ ଆବଶ୍ୟକ ଅଟେ । ଏହା ମୃତ୍ତିକାରୁ ମିଳିଥାଏ ଅଥବା ଜୈବିକ ବା ରାସାୟନିକ ସାର ଭାବେ ପ୍ରୟୋଗ କରାଯାଇଥାଏ । ଏଥିରୁ କୌଣସି ଗୋଟିଏ ଖାଦ୍ୟସାର ଅଭାବ ହେଲେ ଫସଲ ଆଶାନୁରୂପ ଅମଳ ଦେଇ ନଥାଏ । | ଧାନ ଫସଲ ପାଇଁ ଅତ୍ୟାବଶ୍ୟକ ଖାଦ୍ୟସାର, ସ୍ଥୂଳ ଖାଦ୍ୟସାର, ସୂକ୍ଷ୍ମ ଖାଦ୍ୟସାର, ମୃତ୍ତିକାରେ ଥିବା ଖାଦ୍ୟସାର, କେମିକାଲ ସାର, ଜୈବିକ ସାର, ଖାଦ୍ୟସାର ର ଭୂମିକା |
English
ଓଡ଼ିଆ
|
| ତମ୍ବା ଅଭାବ | ଖାଦ୍ୟସାର ପରିଚାଳନା | ତମ୍ବା ଅଭାବ ଦ୍ୱାରା ଧାନ ଫସଲର ବିପାଚନ ପ୍ରକ୍ରିୟା, ବିଶେଷ କରି ଆଲୋକ ସଂଶ୍ଳେଷଣ ଓ ଶ୍ୱାସକ୍ରିୟା ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ପରାଗରେଣୁର ସକ୍ରିୟତା ହ୍ରାସ ପାଇବା ଯୋଗୁଁ କେଣ୍ଡାରେ ଅଧିକ ଅଗାଡ଼ି ହୋଇଥାଏ । | ତମ୍ବା ଅଭାବ ପରିଚାଳନା, ଧାନ ଗଛ ନିମିତ୍ତ ଖାଦ୍ୟସାର, ତମ୍ବା ଅଭାବ ଲକ୍ଷଣ, ତମ୍ବା ଅଭାବ ଥିବା ମୃତ୍ତିକା |
English
ଓଡ଼ିଆ
|
| ଚୂନ ଅଭାବ | ଖାଦ୍ୟସାର ପରିଚାଳନା | ଚୂନ ଅଭାବ ଦ୍ୱାରା ଚେରର କାର୍ଯ୍ୟଧାରା ବ୍ୟାହତ ହୋଇଥାଏ ଓ ଏହାଦ୍ୱାରା ଲୌହ ବିଷାକ୍ତତା ପ୍ରଭାବର ଆଶଙ୍କା ବୃଦ୍ଧି ପାଏ । ଏହାଦ୍ୱାରା ଗଛର ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ ଓ କଅଁଳ ପତ୍ର ମରିଯାଏ । | ଧାନରେ ଚୂନ ଅଭାବର କାରଣ, ଚୂନ ଅଭାବର ଲକ୍ଷଣ, ଚୂନ ଅଭାବର ପରିଚାଳନା, ଗଛରେ ଚୂନ ଅଭାବ ଚିହ୍ନଟ ପଦ୍ଧତି |
English
ଓଡ଼ିଆ
|
| ବୋରନ ବିଷାକ୍ତତା | ଖାଦ୍ୟସାର ପରିଚାଳନା | ବୋରନ ବିଷାକ୍ତତା ଦ୍ୱାରା ଶର୍କରାରୁ ଷ୍ଟାର୍ଚ ପ୍ରସ୍ତୁତି ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ଓ ବି-ଶ୍ୱେତସାର ପ୍ରସ୍ତୁତି ପ୍ରଭାବିତ ହୋଇଥାଏ । | ଧାନରେ ବୋରନ ବିଷାକ୍ତତା, ବୋରନ ବିଷାକ୍ତତା ଥିବା ମୃତ୍ତିକା ପ୍ରକାର, ବୋରନ ବିଷାକ୍ତତା ର ଲକ୍ଷଣ, ବୋରନ ବିଷାକ୍ତତା ଚିହ୍ନଟ ଓ ପରିଚାଳନା |
English
ଓଡ଼ିଆ
|
| ବୋରନ ଅଭାବ | ଖାଦ୍ୟସାର ପରିଚାଳନା | ବୋରନ୍ ଅଭାବ ଦ୍ୱାରା କୋଷପ୍ରାଚୀର ଜୈବ ସଂଶ୍ଳେଷଣ, ଏହାର ସଂରଚନା ଏବଂ ପ୍ଲାଜ୍ମା ଝିଲ୍ଲି ପ୍ରଭାବିତ ହୋଇଥାଏ । ବୋରନ ଅଭାବ ହେବା ଫଳରେ ଉଦ୍ଭିଦର ଉଚ୍ଚତା ହ୍ରାସ, ଗଛର ବର୍ଦ୍ଧିଷ୍ଣୁ ଅଂଶ ମରିଯିବା, ପତ୍ର ଧଳା ହୋଇଯିବା ଓ ପତ୍ରର ଅଗ୍ରଭାଗ ମୋଡ଼ି ହେବା ପରି ଲକ୍ଷଣ ଦେଖାଯାଏ । ଗର୍ଭଧାରଣ ସମୟରେ ବୋରନ୍ ଅଭାବ ହେଲେ, ଗଛରେ କେଣ୍ଡା ହୋଇ ନଥାଏ । | ଧାନରେ ବୋରନ ଅଭାବ, ବୋରନ ଅଭାବ ଥିବା ମୃତ୍ତିକା ପ୍ରକାର, ବୋରନ ଅଭାବ ର ଲକ୍ଷଣ, ବୋରନ ଅଭାବ ଚିହ୍ନଟ ଓ ପରିଚାଳନା |
English
ଓଡ଼ିଆ
|
| ଆଲୁମିନିୟମ ବିଷାକ୍ତତା | ଖାଦ୍ୟସାର ପରିଚାଳନା | ଏଥିଯୋଗୁଁ ମାଟିରେ ମାଗନେସିଅମ୍, ଚୂନ ଓ ଫସ୍ଫରସ୍ ଅଭାବ ଦେଖାଯାଉଥିବାରୁ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ଗଛର ମରୁଡ଼ି ସହନଶୀଳ କ୍ଷମତା ହ୍ରାସ ପାଇବା ସହିତ ହରମୋନ ସନ୍ତୁଳନ ପ୍ରଭାବିତ ହୋଇଥାଏ । | ଧାନରେ ଆଲୁମିନିୟମ ବିଷାକ୍ତତା, ଆଲୁମିନିୟମ ବିଷାକ୍ତତା ଥିବା ମୃତ୍ତିକା ପ୍ରକାର, ଆଲୁମିନିୟମ ବିଷାକ୍ତତା ର ଲକ୍ଷଣ, ଆଲୁମିନିୟମ ବିଷାକ୍ତତା ପରିଚାଳନା |
English
ଓଡ଼ିଆ
|
| କ୍ଷାରତ୍ଵ | ଖାଦ୍ୟସାର ପରିଚାଳନା | ଚେରକୁ ଜଳଯୋଗାଣ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରି କ୍ଷାରତ୍ୱ ଗଛର ଅଭିବୃଦ୍ଧି ବ୍ୟାହତ ସୃଷ୍ଟି କରିଥାଏ । ଏହା ମଧ୍ୟ ଚେରର ଅଭିବୃଦ୍ଧିକୁ ପ୍ରତିହତ କରେ । ଏହା ଫଳରେ ଫସ୍ଫରସ ଅଭାବ, ଦସ୍ତା ଅଭାବ ଏବଂ ଲୌହ ଅଭାବ ହେବା ସହିତ ବୋରନ୍ ବିଷାକ୍ତତା ପରିଲକ୍ଷିତ ହୋଇଥାଏ । | ଧାନ ଜମିରେ କ୍ଷାରତ୍ଵ ସମସ୍ୟା, ଧାନ ଫସଲରେ ଅଜୈବିକ ଚାପ, ଗଛର ବୃଦ୍ଧି ଉପରେ କ୍ଷାରତ୍ଵ ପ୍ରଭାବ, କ୍ଷାରତ୍ଵ ସମସ୍ୟା ଥିବା ମୃତ୍ତିକା |
English
ଓଡ଼ିଆ
|
| ଆଜୋଲା | ଖାଦ୍ୟସାର ପରିଚାଳନା | ଆଜୋଲା ହେଉଛି ଗ୍ରୀଷ୍ମ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଅଂଚଳର ପୋଖରୀ, ହ୍ରଦ, ଜଳାଶୟ ଓ ଝରଣାରେ ଦେଖାଯାଉଥିବା ଏକ ପ୍ରକାର ମଧୁର ଜଳଜ ଫର୍ଣ୍ଣ । | ଖାଦ୍ୟସାର ପରିଚାଳନା, ଧାନରେ ଅଜୋଲା, ଅଜୋଲା ର ପରିଚାଳନା, ସବୁଜ ଖତ |
English
ଓଡ଼ିଆ
|
| ଶସ୍ୟ ଶୁଖାଇବା ପାଇଁ ଧାନ ଚଷୁ ଫର୍ନେସ | କୃଷି ଯନ୍ତ୍ରପାତି ବ୍ୟବହାର | ଧାନ ଚଷୁ କମ୍ ମୂଲ୍ୟରେ ମିଳୁଥିବାରୁ ଶୁଖାଇବା ଖର୍ଚ୍ଚ ହ୍ରାସ ପାଏ ଏବଂ ଅନ୍ୟାନ୍ୟ ପଦ୍ଧତି ତୁଳନାରେ ଯାନ୍ତ୍ରିକ ଶୁଖାଇବା ପଦ୍ଧତିରେ କମ୍ ଖର୍ଚ୍ଚ ହୋଇଥାଏ । ଧାନ ମିଲ୍ରେ ଉପଜାତ ଦ୍ରବ୍ୟ ଭାବେ ଚଷୁ ମିଳୁଥିବାରୁ କେବଳ ପରିବହନ ଖର୍ଚ୍ଚରେ ଏହା ଉପଲବ୍ଧ ହୋଇଥାଏ । | ଶସ୍ୟ ଶୁଖାଇବା ପାଇଁ ଧାନ ଚଷୁ ଫର୍ନେସ, ବିଭିନ୍ନ ପ୍ରକାରର ଚଷୁ ଫର୍ନେସ, ଚଷୁ ଫର୍ନେସରେ ଥିବା ବିଭିନ୍ନ ବ୍ୟବସ୍ଥା, ସ୍ଵୟଂଚାଳିତ ଚଷୁ ଫର୍ନେସ |
English
ଓଡ଼ିଆ
|
| ପୁନଃ ପ୍ରବାହ ବ୍ୟାଚ ଡ୍ରାୟର | କୃଷି ଯନ୍ତ୍ରପାତି ବ୍ୟବହାର | ସାଧାରଣ ପବନ ଅଥବା ଉଷ୍ମ ପବନ ପ୍ରବେଶ କରାଇ ଓଦା ଶସ୍ୟରୁ ଜଳୀୟ ଅଂଶ ହ୍ରାସ କରିପାରୁଥିବା ଯନ୍ତ୍ର ହେଉଛି ଡ୍ରାୟାର । ପୁନଃପ୍ରବାହ ଡ୍ରାୟର ଦ୍ୱାରା ଶସ୍ୟରେ ନିର୍ଦ୍ଧାରିତ ଜଳୀୟ ଅଂଶ ରହିବା ପର୍ଯ୍ୟନ୍ତ ଶସ୍ୟକୁ ଡ୍ରାୟର ମଧ୍ୟରେ ପୁନଃ ପୁନଃ ପ୍ରବେଶ କରାଯାଇଥାଏ । | ପୁନଃ ପ୍ରବାହ ବ୍ୟାଚ ଡ୍ରାୟର, ପୁନଃ ପ୍ରବାହ ବ୍ୟାଚ ଡ୍ରାୟରର ବିଭିନ୍ନ ବ୍ୟବସ୍ଥା, ମିଶ୍ରିତ ପ୍ରବାହ ବ୍ୟାଚ ଡ୍ରାୟର, ବିଭିନ୍ନ ପ୍ରକାରର ପୁନଃ ପ୍ରବାହ ବ୍ୟାଚ ଡ୍ରାୟର |
English
ଓଡ଼ିଆ
|