ସଂସ୍କରଣ: ୧.୦.୯
ଫସଲର ଉତ୍ତମ ପରିଚାଳନା ନହେବା, ସାର ପ୍ରୟୋଗରେ ଅସମାନତା ଅଥବା ପରିବେଶଗତ କାରଣ ଯୋଗୁଁ ରୋଗପୋକ ଆକ୍ରମଣ ଓ ଭୌତିକ ସଙ୍କଟ ଦ୍ୱାରା ଧାନ ଫସଲରେ ଦେଖାଯାଉଥିବା ସମସ୍ୟା ନିର୍ଣ୍ଣୟ ପାଇଁ ଏକ ମଧ୍ୟବର୍ତ୍ତୀ ଋତୁକାଳୀନ ଉପକରଣ ହେଉଛି ଧାନ ଡାକ୍ତର ।
ଆଣ୍ଡ୍ରଏଡ ଇଂଷ୍ଟଲ
ସଂସ୍କରଣ: ୧.୦.୯
ସିଡ୍ କାଷ୍ଟ ହେଉଛି ଏକ ଆପ୍ ଆଧାରିତ ଡିଜିଟାଲ ଉପକରଣ ଯାହା ଡିଲରମାନଙ୍କ ଠାରୁ ଧାନ ବିହନ ଚାହିଦାକୁ ନିର୍ଭରଯୋଗ୍ୟ ଭାବରେ ସଂଗ୍ରହ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଓ ଏହା କୃଷକମାନଙ୍କ ଚାହିଦା ଉପରେ ଆଧାରିତ। ଏହି ଆପ୍ ଉପଭୋକ୍ତାଙ୍କ ଅଞ୍ଚଳ ପାଇଁ ଉପଯୁକ୍ତ ବିଭିନ୍ନ ଧାନ କିସମ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥାଏ।
ଆଣ୍ଡ୍ରଏଡ ଇଂଷ୍ଟଲ
ସଂସ୍କରଣ: ୧.୦
ଧାନ ଫସଲ ପରିଚାଳକ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଓ ଜମି ଅନୁସାରେ ଫସଲ ଓ ଖାଦ୍ୟସାର ପରିଚାଳନା ବିଷୟରେ ପରାମର୍ଶ ପ୍ରଦାନ କରିଥାଏ । ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଓ ନିଜ ଧାନ ଜମି ଅନୁସାରେ କୃଷକଙ୍କ ଉତ୍ତର ଆଧାରରେ ଧାନ ଫସଲ ପରିଚାଳକ ସ୍ୱୟଂକ୍ରିୟ ଭାବେ ଧାନ ଫସଲରୁ ଅଧିକ ଲାଭ ପାଇବା ପାଇଁ ପରାମର୍ଶମାନ ପ୍ରଦାନ କରିଥାଏ ।