RKB_Odisha_Odia
RKB_Odisha_Odia
IRRI Banner
Rice Farming
Rice as Food
Rice for Livelihood
Banner-or-4
Banner-or-6

ଧାନ ଭିତ୍ତିକ ଫସଲ ବ୍ୟବସ୍ଥା ଜ୍ଞାନଭଣ୍ଡାର, ଓଡ଼ିଶା (ଆର.କେ.ବି-ଓଡ଼ିଶା) ହେଉଛି ଏକ ଡିଜିଟାଲ ସଂପ୍ରସାରଣ ସେବା ଯାହା ଓଡ଼ିଶାର କ୍ଷୁଦ୍ରଚାଷୀଙ୍କୁ ସୁହାଇବା ପରି ଜ୍ଞାନର ପ୍ରୟୋଗାତ୍ମକ ସମାଧାନ ଯୋଗାଉଛି । ଧାନ ଭିତ୍ତିକ ଫସଲ ବ୍ୟବସ୍ଥା ଜ୍ଞାନଭଣ୍ଡାର (ଆର.କେ.ବି.), ବିଭିନ୍ନ ଗବେଷଣା ଫଳାଫଳ, ଶିକ୍ଷା, ମିଡିଆ ସାଧନ, ଓ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ବିଭିନ୍ନ ରାଷ୍ଟ୍ର ପ୍ରକଳ୍ପ ଆଧାରରେ, ଧାନ ଉତ୍ପାଦନ କୌଶଳ, କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳ, ଓ କୃଷି କାର୍ଯ୍ୟ ପଦ୍ଧତି ବୈଷୟିକ ସୂଚନା ପ୍ରଦାନ କରିଥାଏ ।

କୃଷିର ବିକାଶ ଦିଗରେ ରହିଥିବା ସମସ୍ୟାର ସମାଧାନ ନିମନ୍ତେ ଆର.କେ.ବି-ଓଡ଼ିଶା ଗବେଷଣା ପ୍ରୟୋଗଶାଳା ଠାରୁ କୃଷି କ୍ଷେତ୍ର ଯାଏ ବିଭିନ୍ନ ଜ୍ଞାନକୌଶଳର ତୁରନ୍ତ ଓ ପ୍ରଭାବୀ ହସ୍ତାନ୍ତରଣ କରିବାରେ ସାହାଯ୍ୟ କରିଥାଏ ।

ଆମ ଅଂଶୀଦାରଗଣ