RKB_Odisha_Odia
RKB_Odisha_Odia
IRRI Banner

ତଥ୍ୟ ଫର୍ଦ୍ଦ

ତଥ୍ୟ ପତ୍ରର ନାମବିଷୟସାରାଂଶମୁଖ୍ୟ ଶବ୍ଦଡାଉନଲୋଡ଼
ସ୍ଥିରୀକୃତ ବ୍ୟାଚ ଡ୍ରାୟରକୃଷି ଯନ୍ତ୍ରପାତି ବ୍ୟବହାରଶସ୍ୟ ମଧ୍ୟକୁ ସାଧାରଣ ବାୟୁ ବା ଉଷୁମ ବାୟୁ ପ୍ରବେଶ କରାଇ ଏଥିରୁ ଜଳୀୟ ଅଂଶ ନିଷ୍କାସନ କରି ପାରୁଥିବା ଯାନ୍ତ୍ରିକ ଉପକରଣ ହେଉଛି ଡ୍ରାୟର । ସ୍ଥିରୀକୃତ ବ୍ୟାଚ୍ ଡ୍ରାୟରରେ ନିର୍ଦ୍ଦିଷ୍ଟ ପରିମାଣର ଧାନକୁ ସମ୍ପୂର୍ଣ୍ଣ ଶୁଖିବା ପର୍ଯ୍ୟନ୍ତ ଗୋଟିଏ ବିନ୍‌ରେ ସ୍ଥିର ଭାବେ ରଖାଯାଏ ।ଧାନ ସୁଖାଇବା ପାଇଁ ସ୍ଥିରୀକୃତ ବ୍ୟାଚ ଡ୍ରାୟର, ସ୍ଥିରୀକୃତ ବ୍ୟାଚ ଡ୍ରାୟରର ପ୍ରକାର, ଗୋଲାକାର ବିନ ଡ୍ରାୟରର ଯାନ୍ତ୍ରିକ ବିବରଣ English ଓଡ଼ିଆ
ଫ୍ଲାଟ ବେଡ଼୍ ଡ୍ରାୟରରେ ସମସ୍ୟା ଓ ଏହାର ସମାଧାନକୃଷି ଯନ୍ତ୍ରପାତି ବ୍ୟବହାରଡ୍ରାୟର ହେଉଛି ଶସ୍ୟ ମଧ୍ୟରେ ଉଷୁମ ପବନ ପ୍ରବେଶ କରାଇ ଓଦା ଶସ୍ୟରୁ ଜଳୀୟ ଅଂଶ ବାହାରୁ କରିପାରୁଥିବା ଯନ୍ତ୍ର । ଗୋଟିଏ ଫ୍ଲାଟ ବେଡ଼୍ ଡ୍ରାୟରରେ ନିର୍ଦ୍ଦିଷ୍ଟ ପରିମାଣର ଶସ୍ୟକୁ ଶୁଖିବା ପର୍ଯ୍ୟନ୍ତ ଗୋଟିଏ ବିନ୍‌ରେ ସ୍ଥିର ଭାବେ ରଖାଯାଇଥାଏ । ଫ୍ଲାଟ ବେଡ଼୍ ଡ୍ରାୟରରେ ଗୋଟିଏ ଶୁଖାଇବା ବିନ୍‌, ବାୟୁ ପ୍ରବାହ ବ୍ୟବସ୍ଥା ସହିତ ଗୋଟିଏ ପ୍ଲେନମ ଚାମ୍ବର, ଗୋଟିଏ ପଙ୍ଖା ଏବଂ ପବନକୁ ଗରମ କରିବା ପାଇଁ ଗୋଟିଏ ଫର୍ଣ୍ଣେସ ବା ଚୁଲା ରହିଥାଏ ।ଧାନ ଶୁଖାଇବାରେ ଦେଖାଯାଉଥିବା ସମସ୍ୟା, ଫ୍ଲାଟ ବେଡ଼୍ ଡ୍ରାୟର, ଅଧିକ ସୁଖିବା ଦ୍ଵାରା ଗଜା ଶକ୍ତି ରେ କ୍ଷୟ, ଡ୍ରାୟରରୁ ବାହାରୁଥିବା ଧୂଆଁ English ଓଡ଼ିଆ
କୃଷି କ୍ଷେତ୍ରରେ ଶକ୍ତିର ପ୍ରକାରକୃଷି ଯନ୍ତ୍ରପାତି ବ୍ୟବହାରସମସ୍ତ କୃଷିକାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଶକ୍ତି ଆବଶ୍ୟକ ହୋଇଥାଏ । ଶକ୍ତିର ଉତ୍ସ ଓ ଏହାର ପରିମାଣ ଅନୁସାରେ କୃଷି କାର୍ଯ୍ୟ ପାଇଁ ସମୟର ଆବଶ୍ୟକତାରେ ପରିବର୍ତ୍ତନ ଘଟିଥାଏ । ମଣିଷ, ପ୍ରାଣୀ ବା ଯନ୍ତ୍ର ଦ୍ୱାରା କୃଷି କ୍ଷେତ୍ରକୁ ଶକ୍ତି ମିଳିଥାଏ ।କୃଷି କ୍ଷେତ୍ରରେ ଶକ୍ତିର ପ୍ରକାର, ଜମି ପରିଚାଳନା ପାଇଁ ମାନବ ଶ୍ରମ, ଦୁଇ ଚକା ଟ୍ରାକ୍ଟରର ଲାଭ, ଚାରି ଚକା ଟ୍ରାକ୍ଟରର ଲାଭ English ଓଡ଼ିଆ
ଜମି ଆକାର ହିସାବରେ ଉପକରଣ ଚୟନକୃଷି ଯନ୍ତ୍ରପାତି ବ୍ୟବହାରଜମିରେ କାର୍ଯ୍ୟଦକ୍ଷତା ଓ ଲାଭ ପରିମାଣ ବୃଦ୍ଧି ପାଇଁ ଉପଯୁକ୍ତ ଆକାର ଓ ପ୍ରକାରର ଉପକରଣ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଫାର୍ମରେ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଏଥିପାଇଁ ଆବଶ୍ୟକ ହେଉଥିବା ସମୟ ଓ ପ୍ରତ୍ୟେକ କାର୍ଯ୍ୟର ଦକ୍ଷତା ଅନୁସାରେ ଉପକରଣ ଚୟନ କରାଯାଇଥାଏ ।ଜମି ଆକାର ହିସାବରେ ଉପକରଣ ଚୟନ, ଉପକରଣ ଚୟନ ପଦ୍ଧତି, ଜମି ହିସାବରେ ଶକ୍ତି ର ଆବଶ୍ୟକତା, କ୍ଷେତର ଜରୁରୀ ପରିଚାଳନା English ଓଡ଼ିଆ
ନିରାପଦ ଟ୍ରାକ୍ଟର ଚାଳନାକୃଷି ଯନ୍ତ୍ରପାତି ବ୍ୟବହାରଚାଷ କାର୍ଯ୍ୟରେ ଜମି ପ୍ରସ୍ତୁତି ଶ୍ରମଯୁକ୍ତ ଓ ବ୍ୟୟସାପେକ୍ଷ ହୋଇପାରେ। ଶ୍ରମ ଓ ଖର୍ଚ୍ଚ ହ୍ରାସ ପାଇଁ ଟ୍ରାକ୍ଟର ବ୍ୟବହାର ଉପଯୁକ୍ତ ଅଟେ। ଆଧୁନିକ ଟ୍ରାକ୍ଟର ଗୁଡିକରେ ଉତ୍ତମ ଇଞ୍ଜିନ ଏବଂ ବୈଶିଷ୍ଟ୍ୟ ଥିବା ଯୋଗୁ ଚାଷୀ ମାନେ କମ ଖର୍ଚ୍ଚରେ ଜମି ପ୍ରସ୍ତୁତି କରିପାରୁଛନ୍ତି । ଟ୍ରାକ୍ଟର ବ୍ୟବହାର ସମୟରେ ସତର୍କତା ଅବଲମ୍ବନ ଗୁରୁତ୍ତ୍ଵପୂର୍ଣ ଅଟେ।ନିରାପଦ ଟ୍ରାକ୍ଟର ଚାଳନା, ଟ୍ରାକ୍ଟର ଚାଳନା ସମୟରେ କିଛି ଜାଣିବା କଥା, ଚାରି ଚକିଆ ଟ୍ରାକ୍ଟର ଚାଳନା, ଜମିରେ ଚାଷ କାର୍ଯ୍ୟ ପାଇଁ ଟ୍ରାକ୍ଟର ବ୍ୟବହାର English ଓଡ଼ିଆ
କୃଷି କ୍ଷେତ୍ରରେ ଶକ୍ତିର ଉତ୍ସକୃଷି ଯନ୍ତ୍ରପାତି ବ୍ୟବହାରଧାନ ଉତ୍ପାଦନ ପାଇଁ ମଣିଷ, ପ୍ରାଣୀ ଓ ଯନ୍ତ୍ରପାତିକୁ ଶକ୍ତର ଉତ୍ସ ଭାବେ ବ୍ୟବହାର କରାଯାଏ ।କୃଷି କ୍ଷେତ୍ରରେ ଶକ୍ତିର ଉତ୍ସ, ହାତରେ କାମ କରିବା ପାଇଁ ଆବଶ୍ୟକ ସମୟ, ପଶୁମାନଙ୍କ ଶକ୍ତିର ବ୍ୟବହାର, ଟ୍ରାକ୍ଟର ଶକ୍ତିର ବ୍ୟବହାର, ଦୁଇ ଓ ଚାରି ଚକିଆ ଟ୍ରାକ୍ଟରର ବ୍ୟବହାର English ଓଡ଼ିଆ
କୃଷି କ୍ଷେତ୍ରରେ ଶକ୍ତିକୃଷି ଯନ୍ତ୍ରପାତି ବ୍ୟବହାରଧାନ ଚାଷବେଳେ ଶକ୍ତି ଏକ ବ୍ୟୟସାପେକ୍ଷ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । କ୍ଷେତରେ ସମସ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଶକ୍ତି ଆବଶ୍ୟକ ହୋଇଥାଏ ଏବଂ ଠିକ୍ ସମୟରେ କୃଷି କାର୍ଯ୍ୟ କରାଗଲେ ଫସଲ ଚାଷରେ ସଫଳତା ମିଳିଥାଏ ।ଧାନ ଚାଷରେ ଶକ୍ତିର ବ୍ୟବହାର, ଶକ୍ତିର ବିଭିନ୍ନ ଉତ୍ସ, ହଳ ପାଇଁ ଶକ୍ତି ର ବ୍ୟବହାର, ହଳ ପାଇଁ କେତେ ସମୟ ଆବଶ୍ୟକ English ଓଡ଼ିଆ
ଜମି ପ୍ରସ୍ତୁତି – ହଳ କରିବା ଉପକରଣଜମି ପ୍ରସ୍ତୁତିଜମି ପ୍ରସ୍ତୁତି ପାଇଁ ବ୍ୟବହୃତ ଉପକରଣକୁ ପ୍ରାଥମିକ ଓ ମାଧ୍ୟମିକ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ।ଜମି ପ୍ରସ୍ତୁତି ପାଇଁ ହଳ କରିବା ଉପକରଣ, ପ୍ରଥମ ଓଡ଼ ଚାଷ ପାଇଁ ଉପକରଣ, ଦ୍ଵିତୀୟ ଥର ହଳ ପାଇଁ ଉପକରଣ, ରୋଟାଭେଟର, ହଳ ମେସିନ English ଓଡ଼ିଆ
ଜମି ପ୍ରସ୍ତୁତି – କାଦୁଅ କରିବା ଜନ୍ତ୍ରଜମି ପ୍ରସ୍ତୁତିଜଳକୁ ଗଭୀର ମାଟିରେ ନିଃସରଣ ରୋକିବା ଓ ଘାସ ଦମନ ପାଇଁ କାଦୁଅ ହଳ କରାଯାଇଥାଏ । ମଣିଷ, ପ୍ରାଣୀ ବା ସ୍ୱତନ୍ତ୍ର ଭାବେ କାଦୁଅ କରିବା ଯନ୍ତ୍ର ଦ୍ୱାରା ବିଭିନ୍ନ ଭାବେ କାଦୁଅ ହଳ କରାଯାଇଥାଏ ।ଜମି ପ୍ରସ୍ତୁତି ପାଇଁ କାଦୁଅ କରିବା ଜନ୍ତ୍ର, ଲୁହା ଚକ, ହାଇଡ୍ରୋଟିଲର, କାଦୁଅ କରିବା ପାଇଁ ଲୁହା ଲଙ୍ଗଳ English ଓଡ଼ିଆ
ଜମି ପ୍ରସ୍ତୁତିଜମି ପ୍ରସ୍ତୁତିଫସଲ ବୁଣିବା / ରୋଇବା ପାଇଁ ମୃତ୍ତିକାର କର୍ଷଣକୁ ଜମି ପ୍ରସ୍ତୁତି କୁହାଯାଏ । ଏହା ବିନା ଚାଷ, ସ୍ୱଳ୍ପ ଚାଷ ବା ସାଧାରଣ ଚାଷ ହୋଇପାରେ । ଏହା ମଧ୍ୟରେ ଜମି ସମତୁଲ କରିବା ଓ ହିଡ଼ ଦେବା ଅନ୍ତର୍ଭୁକ୍ତ ଅଟେ ।ଧାନ ଫସଲ ପାଇଁ ଜମି ପ୍ରସ୍ତୁତି, ହଳ କରିବା ପଦ୍ଧତି, ଜମି ପ୍ରସ୍ତୁତି କିପରି କରିହେବ, କାଦୁଅ କରିବା, ପ୍ରଥମ ହଳ, ଦ୍ଵିତୀୟ ହଳ English ଓଡ଼ିଆ

Error: Contact form not found.