| ମରୁଡ଼ି (ଜଳାଭାବ) | ଅଜୈବିକ ଚାପ | ଅଣଜଳସେଚିତ ଅଂଚଳରେ ସ୍ୱଳ୍ପ ବୃଷ୍ଟିପାତ ଓ ଜଳସେଚିତ ଅଂଚଳରେ କମ୍ ପାଣି ମଡ଼ାଗଲେ ଜଳାଭାବ ସମସ୍ୟା ଦେଖାଯାଇଥାଏ । | ଧାନରେ ମରୁଡ଼ି ସମସ୍ୟା, ଜଳ ଅଭାବ ଓ ମରୁଡ଼ି, ଜମିରେ ଜଳ ଅଭାବ କିପରି ଚିହ୍ନଟ କରିବେ, ମରୁଡ଼ି ପରିଚାଳନା |
English
ଓଡ଼ିଆ
|
| ଅତି ବହଳିଆ ଫସଲ | ଅଜୈବିକ ଚାପ | ଅଧିକ ବହଳରେ ବୁଣାଗଲେ ମାଟିରୁ ଖାଦ୍ୟସାର ପାଇବା ପାଇଁ ଗଛ ନିଜ ମଧ୍ୟରେ ପ୍ରତିଯୋଗିତା କରିଥାଏ ଏବଂ ଗଛ ରୁଗ୍ଣ ହୋଇଥାଏ । କାଣ୍ଡଗୁଡ଼ିକ ସରୁ ଓ ଦୁର୍ବଳ ହେବା ସହିତ ପାକଳ ହେବା ସମୟରେ ପ୍ରଭେଦ ପରିଲକ୍ଷିତ ହୋଇଥାଏ । କେଣ୍ଡା ହେବା ସମୟରେ ଗଛ ଢଳିଯାଏ । | ଅତି ବହଳିଆ ଧାନ ଫସଲ, ସଠିକ ରୁଆ ବା ବୁଣା, ଧାନ ଫସଲରେ ସଠିକ ଦୂରତା ବା ଘଞ୍ଚତା, ଧାନରେ ଅଧିକ ଘଞ୍ଚ ଫସଲର ଲକ୍ଷଣ, ଫସଲରେ ସଠିକ ଦୂରତା |
English
ଓଡ଼ିଆ
|
| ତୁଙ୍ଗ୍ରୋ ରୋଗ | ଜୈବିକ ଚାପ | ପତ୍ରଡିଆଁ ପୋକ ଦ୍ୱାରା ବ୍ୟାପୁଥିବା ଦୁଇ ପ୍ରକାରର ଭୂତାଣୁ ଦ୍ୱାରା ଧାନର ତୁଙ୍ଗ୍ରୋ ରୋଗ ହୋଇଥାଏ । ଏଥିଯୋଗୁଁ ପତ୍ର ବିବର୍ଣ୍ଣ ହୁଏ, ଗଛ ରୁଗୁଡ଼ିଆ ଦିଶେ, ପିଲ ସଂଖ୍ୟା କମିଯାଏ ଓ କେଣ୍ଡାରେ ଅଗାଡ଼ି ହୁଏ ଅଥବା ଶସ୍ୟ ଆଂଶିକ ପୂରଣ ହୋଇଥାଏ । | ଧାନରେ ତୁଙ୍ଗ୍ରୋ ରୋଗ, ଟୁଙ୍ଗ୍ରୋ ସଂକ୍ରମଣ ର ଲକ୍ଷଣ, ଟୁଙ୍ଗ୍ରୋ ରୋଗର ପରିଚାଳନା, ଟୁଙ୍ଗ୍ରୋ ରୋଗ ପାଇଁ କେମିକାଲ |
English
ଓଡ଼ିଆ
|
| କାଣ୍ଡ ପଚା ରୋଗ | ଜୈବିକ ଚାପ | କାଣ୍ଡପଚା ରୋଗ ଯୋଗୁଁ ଗଛରେ ଦାଗ ହେବା ସହିତ ଧଳାଗୁଣ୍ଡ ଜମିଥିବା ଧାନ ଓ ଅଗାଡ଼ି ସୃଷ୍ଟି ହୋଇଥାଏ । ଏହା ସାରୋକ୍ଲାଡିୟମ ଓରାଇଯାଏ ଦ୍ୱାରା ବ୍ୟାପିଥାଏ । | କାଣ୍ଡପଚା ରୋଗ ଯୋଗୁଁ ଗଛରେ ଦାଗ ହେବା ସହିତ ଧଳାଗୁଣ୍ଡ ଜମିଥିବା ଧାନ ଓ ଅଗାଡ଼ି ସୃଷ୍ଟି ହୋଇଥାଏ । ଏହା ସାରୋକ୍ଲାଡିୟମ ଓରାଇଯାଏ ଦ୍ୱାରା ବ୍ୟାପିଥାଏ । |
English
ଓଡ଼ିଆ
|
| ଆଚ୍ଛାଦ ସଢା ରୋଗ | ଜୈବିକ ଚାପ | ଏହି ରୋଗ ଦ୍ୱାରା କେଣ୍ଡା ବାହାରିବାରେ ବିଳମ୍ବ ହେବା ବା କେଣ୍ଡା ଆଦୌ ନ ବାହାରିବା ଏବଂ କେଣ୍ଡାରେ ଅଧିକ ଅଗାଡ଼ି ହେବା ଫଳରେ ଶସ୍ୟ ଅମଳ ହ୍ରାସ ପାଇଥାଏ । ଏହି ରୋଗ ଯୋଗୁଁ କେଣ୍ଡାରେ ଧାନ ସଢ଼ିଯିବା ଓ ଧାନ ବିବର୍ଣ୍ଣ ହେବା ଦ୍ୱାରା ଶସ୍ୟର ମାନ ହ୍ରାସ ପାଇଥାଏ । | ଧାନରେ ପତ୍ରାଚ୍ଛାଦ ସଢା ରୋଗ, ପତ୍ରାଚ୍ଛାଦ ସଢା ରୋଗ କିପରି ଚିହ୍ନିବେ,ପତ୍ରାଚ୍ଛାଦ ସଢା ରୋଗର ଗାର ଓ ଚିହ୍ନ, ପତ୍ରାଚ୍ଛାଦ ସଢା ରୋଗ ସଂକ୍ରମଣ ଚିହ୍ନଟ ପଦ୍ଧତି, ପତ୍ରାଚ୍ଛାଦ ସଢା ରୋଗର ପରିଚାଳନା |
English
ଓଡ଼ିଆ
|
| ଆଚ୍ଛାଦ ପୋଡ଼ା ରୋଗ | ଜୈବିକ ଚାପ | ରାଇଜୋକ୍ଟୋନିଆ ସୋଲାନି ଦ୍ୱାରା ବ୍ୟାପୁଥିବା ଏକ କବକ ଜନିତ ରୋଗ ହେଉଛି ଆଚ୍ଛାଦ ପୋଡ଼ା ରୋଗ । ଆକ୍ରାନ୍ତ ପତ୍ରଗୁଡ଼ିକ ଶୀଘ୍ର ପାକଳ ହୋଇ ମରିଯାଏ । ଛୋଟ ପିଲଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ । ଫଳରେ ଏହି ରୋଗଦ୍ୱାରା ଆକ୍ରାନ୍ତ ଗଛର ପତ୍ର ସଂଖ୍ୟା ଓ ପତ୍ରର ଆକାର ବହୁ ମାତ୍ରାରେ କମିଯାଇଥାଏ । ସାମଗ୍ରିକ ଭାବେ ପତ୍ରର କ୍ଷେତ୍ରଫଳ ହ୍ରାସ, ପତ୍ର ଶୀଘ୍ର ବୁଢ଼ା ହୋଇ ମରିଯିବା ଏବଂ ଛୋଟ ଅବସ୍ଥାରେ ପିଲ ମରିଯିବା ଯୋଗୁଁ ଫସଲ ଅମଳ ହ୍ରାସ ପାଇଥାଏ । | ରାଇଜୋକ୍ଟୋନିଆ ସୋଲାନି ଦ୍ୱାରା ବ୍ୟାପୁଥିବା ଏକ କବକ ଜନିତ ରୋଗ ହେଉଛି ଆଚ୍ଛାଦ ପୋଡ଼ା ରୋଗ । ଆକ୍ରାନ୍ତ ପତ୍ରଗୁଡ଼ିକ ଶୀଘ୍ର ପାକଳ ହୋଇ ମରିଯାଏ । ଛୋଟ ପିଲଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ । ଫଳରେ ଏହି ରୋଗଦ୍ୱାରା ଆକ୍ରାନ୍ତ ଗଛର ପତ୍ର ସଂଖ୍ୟା ଓ ପତ୍ରର ଆକାର ବହୁ ମାତ୍ରାରେ କମିଯାଇଥାଏ । ସାମଗ୍ରିକ ଭାବେ ପତ୍ରର |
English
ଓଡ଼ିଆ
|
| ଲାଲ ପଟି ରୋଗ | ଜୈବିକ ଚାପ | ଥୋଡ଼ ହେବାଠାରୁ ଆରମ୍ଭ ହୋଇ ଉଦ୍ଭିଦର ପ୍ରଜନନ ଅବସ୍ଥାରେ ଏହି ରୋଗ ଦେଖାଯାଇଥାଏ । ଅଧିକ ଉତ୍ତାପ, ଅଧିକ ଆପେକ୍ଷିକ ଆର୍ଦ୍ରତା, ପତ୍ର ଅଧିକ ଓଦା ହେବା ଓ ଅଧିକ ମାତ୍ରାରେ ଯବକ୍ଷାର ସାର ପ୍ରୟୋଗ କରାଯିବା ଏହି ରୋଗ ବ୍ୟାପିବା ପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି କରିଥାଏ । | ଧାନ ଫସଲରେ ଲାଲ ପଟି ରୋଗ, ଧାନ ପତ୍ରରେ ଦାଗ ଓ ବିବର୍ଣ୍ଣ, ଲାଲ ପଟି ରୋଗ ର ଲକ୍ଷଣ, ଲାଲ ପଟି ରୋଗ ର ପରିଚାଳନା, ଲାଲ ପଟି ରୋଗ ପାଇଁ କେମିକାଲ |
English
ଓଡ଼ିଆ
|
| ଧାନର ଛିନ୍ନ ରୁଗୁଡ଼ିଆ ରୋଗ | ଜୈବିକ ଚାପ | ଧାନର ଛିନ୍ନ ରୁଗୁଡ଼ିଆ ରୋଗ ଯୋଗୁଁ କେଣ୍ଡା ବାହାରିବା ବାଧାପ୍ରାପ୍ତ ହେବା, କେଣ୍ଡାରେ ଅଧିକ ଅଗାଡ଼ି ହେବା ଏବଂ କିଆରୀରେ ଗଛ ସଂଖ୍ୟା ହ୍ରାସ ପାଇବା ଫଳରେ ଅମଳ କମି ଯାଇଥାଏ । ଏହି ରୋଗର ଭୂତାଣୁ ମାଟିଆଗୁଣ୍ଡି ପୋକ ଦ୍ୱାରା ଗୋଟିଏ ଗଛରୁ ଅନ୍ୟଗଛକୁ ପରିବାହିତ ହୋଇଥାଏ । | ଧାନର ଛିନ୍ନ ରୁଗୁଡ଼ିଆ ରୋଗ, ଛିନ୍ନ ରୁଗୁଡ଼ିଆ ରୋଗ ଲକ୍ଷଣ, ଛିନ୍ନ ରୁଗୁଡ଼ିଆ ରୋଗ କିପରି ଚିହ୍ନଟ କରାଯିବ, ଛିନ୍ନ ରୁଗୁଡ଼ିଆ ରୋଗ କିପରି ପରିଚାଳନା କରାଯିବ, ଛିନ୍ନ ରୁଗୁଡ଼ିଆ ରୋଗ ପାଇଁ କେମିକାଲ |
English
ଓଡ଼ିଆ
|
| ସରୁ ବାଦାମୀ ପତ୍ରଚିତା ରୋଗ | ଜୈବିକ ଚାପ | ସରୁ ବାଦାମି ପତ୍ରଚିତା ରୋଗ ବା ସର୍କୋସ୍ପୋରା ପତ୍ରଦାଗ ରୋଗ ଏକ କବକ ସ୍ଫାଏରୁଲିନା ଓରାଇଜିନା (ସର୍କୋସ୍ପୋରା ଜନସିଆନା, ସର୍କୋସ୍ପୋରା ଓରାଇଯାଏ ) ଦ୍ଵାରା ହୋଇଥାଏ | ସରୁ ବାଦାମି ପତ୍ରଚିତା ରୋଗ ବା ସର୍କୋସ୍ପୋରା ପତ୍ରଦାଗ ରୋଗ ଏକ କବକ ସ୍ଫାଏରୁଲିନା ଓରାଇଜିନା (ସର୍କୋସ୍ପୋରା ଜନସିଆନା, ସର୍କୋସ୍ପୋରା ଓରାଇଯାଏ ) ଦ୍ଵାରା ହୋଇଥାଏ |
English
ଓଡ଼ିଆ
|
| ପତ୍ର ସିଝା ରୋଗ | ଜୈବିକ ଚାପ | ସାଧାରଣତଃ ଫସଲ ଚାଷ ହେବା ଋତୁର ଶେଷ ଭାଗରେ ପାକଳ ପତ୍ରରେ ଏହି ରୋଗ ଦେଖାଯାଏ । ଆର୍ଦ୍ର ପାଣିପାଗ, ଅଧିକ ଯବକ୍ଷାର ସାର ପ୍ରୟୋଗ ଓ ବହଳିଆ ଗଛ ଏହି ରୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ । | ଧାନର ପତ୍ରସିଝା ରୋଗ, ପତ୍ରସିଝା ରୋଗର ଲକ୍ଷଣ, ପତ୍ରସିଝା ରୋଗର ପରିଚାଳନା, କେମିକାଲ ଦ୍ଵାରା ପତ୍ରସିଝା ରୋଗ ନିୟନ୍ତ୍ରଣ |
English
ଓଡ଼ିଆ
|