RKB_Odisha_Odia
RKB_Odisha_Odia
IRRI Banner

ତଥ୍ୟ ଫର୍ଦ୍ଦ

ତଥ୍ୟ ପତ୍ରର ନାମବିଷୟସାରାଂଶମୁଖ୍ୟ ଶବ୍ଦଡାଉନଲୋଡ଼
ଧାନର ସାଆରା ରୋଗଜୈବିକ ଚାପଧାନର ସାଆରା ରୋଗ ଯୋଗୁଁ ଦାନା ଉପରେ କଠିନ ପଦାର୍ଥ ଜମିଯାଏ, ଯାହାଦ୍ୱାରା ଶସ୍ୟର ଓଜନ ହ୍ରାସ ପାଇଥାଏ । ଏହାଦ୍ୱାରା ବିହନରୁ ଗଜା ହେବା କମିଯାଏ ।ଧାନର ସାଆରା ରୋଗ, ସାଆରା ରୋଗର ଲକ୍ଷଣ, ସାଆରା ରୋଗର ପରିଚାଳନା, ସାଆରା ରୋଗ ନିୟନ୍ତ୍ରଣ ପାଇଁ କେମିକାଲ English ଓଡ଼ିଆ
ପତ୍ରଚିତା ରୋଗଜୈବିକ ଚାପପତ୍ରଚିତା ରୋଗ ଏକ କବକ ଜନିତ ରୋଗ ଯାହା ଦ୍ୱାରା ପତ୍ର, ପତ୍ରାଚ୍ଛାଦ, କେଣ୍ଡା, ଫୁଲ ଓ ଶସ୍ୟ ଆକ୍ରାନ୍ତ ହୋଇଥାଏ । ଏହି ରୋଗ ଦ୍ୱାରା ପତ୍ର ଉପରେ ବଡ଼ ଦାଗମାନ ହୋଇ ପତ୍ରକୁ ସମ୍ପୂର୍ଣ୍ଣ ମାରି ଦେଇଥାଏ ।ଧାନର ପତ୍ରଚିତା ରୋଗ, ପତ୍ରଚିତା ରୋଗର ଲକ୍ଷଣ, ଧାନରେ ପତ୍ରଚିତା ରୋଗ ପରିଚାଳନା, କେମିକାଲ ଦ୍ଵାରା ପତ୍ରଚିତା ରୋଗ ନିୟନ୍ତ୍ରଣ English ଓଡ଼ିଆ
ମହିଷା ରୋଗଜୈବିକ ଚାପପତ୍ର ମହିଷା ରୋଗର କାରଣ ହେଉଛି ମାଗନାପୋର୍ଥେ ଓରାଇଯାଏ କବକ । ଏହା ଧାନ ଗଛର ମାଟି ଉପରେ ରହିଥିବା ସମସ୍ତ ଅଂଶ ଯଥା ପତ୍ର, ଗଳାପଟି (କେଣ୍ଡା ମୂଳ), ଗଣ୍ଠି, ଗ୍ରୀବା, କେଣ୍ଡାର ଅଂଶ ଓ ବେଳେବେଳେ ପତ୍ରାଚ୍ଛାଦକୁ ଆକ୍ରମଣ କରିଥାଏ ।ପତ୍ର ମହିଷା ରୋଗର କାରଣ ହେଉଛି ମାଗନାପୋର୍ଥେ ଓରାଇଯାଏ କବକ । ଏହା ଧାନ ଗଛର ମାଟି ଉପରେ ରହିଥିବା ସମସ୍ତ ଅଂଶ ଯଥା ପତ୍ର, ଗଳାପଟି (କେଣ୍ଡା ମୂଳ), ଗଣ୍ଠି, ଗ୍ରୀବା, କେଣ୍ଡାର ଅଂଶ ଓ ବେଳେବେଳେ ପତ୍ରାଚ୍ଛାଦକୁ ଆକ୍ରମଣ କରିଥାଏ । English ଓଡ଼ିଆ
ବାକାନେ ରୋଗଜୈବିକ ଚାପରୋଗାକ୍ରାନ୍ତ ବିହନ (ମଞ୍ଜି ଉପରେ କବକ ଥାଇ) ବ୍ୟବହାର କଲେ ଏହି ରୋଗ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । ଏହାଛଡ଼ା ଉଦ୍ଭିଦ ଓ ମାଟିରେ କବକ ରହିଥିଲେ ମଧ୍ୟ ରୋଗ ହେବାର ଆଶଙ୍କା ଥାଏ । ପବନ ବା ଜଳ ଦ୍ୱାରା ଏହି ରୋଗର ଜୀବାଣୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ପରିବାହିତ ହୋଇଥାଏ ।ଧାନର ବିହନ ବାହିତ କବକ ଜନିତ ରୋଗ, ଧାନର ବାକାନେ ରୋଗ, ଧାନରେ ବାକାନେ ରୋଗର ପରିଚାଳନା English ଓଡ଼ିଆ
ବୀଜାଣୁ ଜନିତ ପତ୍ର ଦାଗ ରୋଗଜୈବିକ ଚାପଅଧିକ ଉତ୍ତାପ ଓ ଅଧିକ ଆର୍ଦ୍ରତା ଥିବା ଅଞ୍ଚଳରେ ବୀଜାଣୁ ଜନିତ ପତ୍ରଦାଗ ରୋଗ ହୋଇଥାଏ । ଏହା ବିହନ ଓ ଆକ୍ରାନ୍ତ ମୂଳ ଦ୍ୱାରା ସଂକ୍ରମିତ ହୋଇ ପରବର୍ତ୍ତୀ ଫସଲକୁ ବ୍ୟାପିଥାଏ । ପତ୍ର, ଜଳ ଅଥବା ଅମଳ ପରେ ରହିଥିବା ଫସଲର ଅବଶିଷ୍ଟାଂଶରେ ଏକ୍ସ. ଓରାଇଯାଏ ପି.ଭି. ଓରାଇଯାଇକୋଲା ବୀଜାଣୁ ରହିଥିବା ଜମିରେ ଏହି ରୋଗ ହୋଇଥାଏ ।ଅଧିକ ଉତ୍ତାପ ଓ ଅଧିକ ଆର୍ଦ୍ରତା ଥିବା ଅଞ୍ଚଳରେ ବୀଜାଣୁ ଜନିତ ପତ୍ରଦାଗ ରୋଗ ହୋଇଥାଏ । ଏହା ବିହନ ଓ ଆକ୍ରାନ୍ତ ମୂଳ ଦ୍ୱାରା ସଂକ୍ରମିତ ହୋଇ ପରବର୍ତ୍ତୀ ଫସଲକୁ ବ୍ୟାପିଥାଏ । ପତ୍ର, ଜଳ ଅଥବା ଅମଳ ପରେ ରହିଥିବା ଫସଲର ଅବଶିଷ୍ଟାଂଶରେ ଏକ୍ସ. ଓରାଇଯାଏ ପି.ଭି. ଓରାଇଯାଇକୋଲା ବୀଜାଣୁ ରହିଥିବା ଜମିରେ ଏହି ରୋଗ English ଓଡ଼ିଆ
ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗଜୈବିକ ଚାପଅନାବନା ଘାସ ଓ ଆକ୍ରାନ୍ତ ଗଛର ମୂଳ ରହିଥିବା ଜମିରେ ଏହି ରୋଗ ବିଶେଷ ଭାବେ ଦେଖାଯାଇଥାଏ । ଏହା ଉଭୟ ଉଷ୍ଣ ଓ ନାତିଶୀତୋଷ୍ଣ ଜଳବାୟୁରେ ଦେଖାଯାଏ । ବିଶେଷ କରି ଜଳସେଚିତ ଓ ଅଣଜଳସେଚିତ ଖାଲୁଆ ଜମିରେ ଏହା ଦେଖାଯାଏ ।ଧାନରେ ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଲକ୍ଷଣ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଚିହ୍ନଟ ପ୍ରଣାଳୀ, ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗର ନିୟନ୍ତ୍ରଣ English ଓଡ଼ିଆ
ଉଇଜୈବିକ ଚାପଉଈ ଉଭୟ ଢିପ ଓ ଖାଲୁଆ ଜମିରେ ଦେଖାଯାଇଥାଏ ଏବଂ ଗଜା ହୋଇଥିବା ବିହନ କିମ୍ବା ଗଛର ଚେର କୁ ନଷ୍ଟ କରିଥାଏ ଯାହା ଫଳରେ ଗଛ ଶୁଖିଯାଏଧାନରେ ଉଈ, ଧାନରେ କିପରି ଉଈ ଜନିତ କ୍ଷତି ଚିହ୍ନଟ କରିବେ, ଧାନ ଫସଲରେ ଉଈ ନିୟନ୍ତ୍ରଣ English ଓଡ଼ିଆ
କେଣ୍ଡା ଅଷ୍ଟପଦୀଜୈବିକ ଚାପକେଣ୍ଡା ଅଷ୍ଟପଦୀ ପୋକ କେଣ୍ଡା ଏବଂ କ୍ଷୀର ଢୋକିବା ଅବସ୍ଥାରେ ଶସ୍ୟରୁ ରସ ଶୋଷିବା ଫଳରେ ଧାନ ଅଗାଡି ହୋଇଯାଏଧାନରେ ପତ୍ର ଅଷ୍ଟପଦୀ, ପତ୍ର ଅଷ୍ଟପଦୀ ଜନିତ କ୍ଷତି, ପତ୍ର ଅଷ୍ଟପଦୀ କିପରି ଚିହ୍ନିବେ, ପତ୍ର ଅଷ୍ଟପଦୀ ନିୟନ୍ତ୍ରଣ, କେମିକାଲ ଦ୍ଵାରା ପତ୍ର ଅଷ୍ଟପଦୀ ନିୟନ୍ତ୍ରଣ English ଓଡ଼ିଆ
ପତ୍ର ଅଷ୍ଟପଦୀଜୈବିକ ଚାପସଙ୍ଘବଦ୍ଧ ଭାବେ ପତ୍ର ତଳେ ଲୁଚି ରହି ଗଛରୁ ରସ ଶୋଷିବା ଫଳରେ ହଳଦିଆ ବା ଧଳା ଦାଗ ଦେଖାଯାଇ ପରେ ଏହା ଧିରେ ଧିରେ କମଳା ରଙ୍ଗର ହୋଇଯାଏ ଏବଂ ଫସଲ ଶୁଖିଯାଏଧାନରେ ପତ୍ର ଅଷ୍ଟପଦୀ, ଗୋଲାପି ଶରୀର ଯୁକ୍ତ ପତ୍ର ଅଷ୍ଟପଦୀ, ପତ୍ର ଅଷ୍ଟପଦୀ କିପରି ଚିହ୍ନିବେ, ପତ୍ର ଅଷ୍ଟପଦୀ ନିୟନ୍ତ୍ରଣ, କେମିକାଲ ଦ୍ଵାରା ପତ୍ର ଅଷ୍ଟପଦୀ ନିୟନ୍ତ୍ରଣ English ଓଡ଼ିଆ
ସୈନିକ କୀଟଜୈବିକ ଚାପଏସିଆ ମହାଦେଶରେ ଅନ୍ତତଃ ତିନି ପ୍ରଜାତିର ସୈନିକ କୀଟ ଧାନ ଫସଲକୁ ଆକ୍ରମଣ କରିଥାନ୍ତି । ସେସବୁ ହେଲା; ଲେଡା ପୋକ, ସାଧାରଣ କେଣ୍ଡାକଟା ପୋକ,ଏବଂ ଧାନର କେଣ୍ଡାକଟା ପୋକଧାନରେ ସୈନିକ କୀଟ, ସୈନିକ କୀଟ ଦ୍ଵାରା କ୍ଷତି, ସୈନିକ କୀଟ କିପରି ଚିହ୍ନିବେ, ଧାନରେ ସୈନିକ କୀଟ ନିୟନ୍ତ୍ରଣ English ଓଡ଼ିଆ

Error: Contact form not found.