| ମାତ୍ରାଧିକ ଯବକ୍ଷାର | ଖାଦ୍ୟସାର ପରିଚାଳନା | ଗଛଗୁଡ଼ିକ ଯଥେଷ୍ଟ ଅଧିକ ପରିମାଣରେ ଯବକ୍ଷାର ସାର ଗ୍ରହଣ କଲେ, ରୋଗପୋକ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । ଏହା ଉଦ୍ଭିଦର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରେ, କିନ୍ତୁ କାଣ୍ଡକୁ ଦୁର୍ବଳ କରିଥାଏ । | ଧାନରେ ମାତ୍ରାଧିକ ଯବକ୍ଷାର ସମସ୍ୟା, ମାତ୍ରାଧିକ ଯବକ୍ଷାର ଚିହ୍ନଟ ପଦ୍ଧତି, ଜମିରେ ଯବକ୍ଷାର ପରିମାଣ କିପରି ଜାଣିହେବ, ଯବକ୍ଷାର ପରିଚାଳନା, ସଠିକ ପରିମାଣର ଯବକ୍ଷାର ଉପଯୋଗ |
English
ଓଡ଼ିଆ
|
| ଯବକ୍ଷାର ଅଭାବ | ଖାଦ୍ୟସାର ପରିଚାଳନା | ଧାନ ଫସଲରେ ଯବକ୍ଷାର ଅଭାବ ଏକ ସାଧାରଣ ସମସ୍ୟା ଅଟେ । ଯଥେଷ୍ଟ ପରିମାଣରେ ଯବକ୍ଷାର ସାର ପ୍ରୟୋଗ କରା ନଯାଇ ଆଧୁନିକ କିସମର ଧାନଚାଷ କରାଯାଉଥିବା ସମସ୍ତ ଜମିରେ ଏ ସମସ୍ୟା ଦେଖା ଯାଇଥାଏ । | ଧାନରେ ଯବକ୍ଷାର ଅଭାବ, ଯବକ୍ଷାର ଅଭାବ ଲକ୍ଷଣ, ଯବକ୍ଷାର ସାର, ଯବକ୍ଷାର ଅଭାବ ଚିହ୍ନଟ ପଦ୍ଧତି |
English
ଓଡ଼ିଆ
|
| ଯବକ୍ଷାର | ଖାଦ୍ୟସାର ପରିଚାଳନା | ଯବକ୍ଷାର ହେଉଛି ଉଦ୍ଭିଦ ପାଇଁ ଏକ ଅତ୍ୟାବଶ୍ୟକ ଖାଦ୍ୟସାର । ଆମିନୋ ଏସିଡ଼୍, ନିଉକ୍ଲିକ୍ ଏସିଡ଼୍, ନିଉକ୍ଲିଓଟାଇଡ଼୍, କ୍ଲୋରୋଫିଲ, ଏଞ୍ଜାଇମ୍ ଏବଂ ହରମୋନ୍ ଗଠନ ପାଇଁ ଏହା ଆବଶ୍ୟକ ହୋଇଥାଏ । | ଯବକ୍ଷାର ସାର, ଗଛ ପାଇଁ ଅତ୍ୟାବଶ୍ୟକ ଖାଦ୍ୟସାର, ଧାନରେ ଯବକ୍ଷାର ପରିଚାଳନା, ଯବକ୍ଷାର ଅଭାବ ର ଲକ୍ଷଣ, ପତ୍ର ରଙ୍ଗ ଚାର୍ଟ, ଯବକ୍ଷାର ର ଉତ୍ସ |
English
ଓଡ଼ିଆ
|
| ମାଙ୍ଗାନିଜ ବିଷାକ୍ତତା | ଖାଦ୍ୟସାର ପରିଚାଳନା | ମାଙ୍ଗାନିଜ ବିଷାକ୍ତତା ଯୋଗୁଁ ଉଦ୍ଭିଦର ବିପାକ ପ୍ରକ୍ରିୟା ଯଥା ଏଞ୍ଜାଇମ୍ କ୍ରିୟା ଓ ଜୈବିକ ପଦାର୍ଥ ପ୍ରସ୍ତୁତି ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ଗଛରେ ଶସ୍ୟ ହୋଇ ନଥାଏ । | ଧାନରେ ମାଙ୍ଗାନିଜ ବିଷାକ୍ତତା, ମାଙ୍ଗାନିଜ ବିଷାକ୍ତତା ର ଲକ୍ଷଣ, ମାଙ୍ଗାନିଜ ବିଷାକ୍ତତା ପରିଚାଳନା, ମାଙ୍ଗାନିଜ ବିଷାକ୍ତତାର ପ୍ରଭାବ |
English
ଓଡ଼ିଆ
|
| ମାଙ୍ଗାନିଜ ଅଭାବ | ଖାଦ୍ୟସାର ପରିଚାଳନା | ମାଙ୍ଗାନିଜ ଅଭାବ ଦ୍ୱାରା ଗଛର ଆଲୋକ ସଂଶ୍ଳେଷଣ ଓ ପୁଷ୍ଟିସାର ସଂଶ୍ଳେଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ମାଙ୍ଗାନିଜ ଅଭାବ ଥିବା ଗଛଗୁଡ଼ିକରେ ଅନେକ ସମୟରେ ଫସ୍ଫରସ ଅଭାବ ଜନିତ ଲକ୍ଷଣ ଦେଖାଯାଇଥାଏ । | ମାଙ୍ଗାନିଜ ଅଭାବ, ମାଙ୍ଗାନିଜ ଅଭାବ ର ଲକ୍ଷଣ, ମାଙ୍ଗାନିଜ ଅଭାବ ଥିବା ମୃତ୍ତିକା, ମାଙ୍ଗାନିଜ ଅଭାବ ର ପରିଚାଳନା |
English
ଓଡ଼ିଆ
|
| ମାଗ୍ନେସିୟମ ଅଭାବ | ଖାଦ୍ୟସାର ପରିଚାଳନା | ମାଗ୍ନେସିଅମ୍ ଅଭାବ ଯୋଗୁଁ ଉଦ୍ଭିଦରେ ଅନେକ ଏନ୍ଜାଇମ୍ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ସେସବୁ ମଧ୍ୟରେ ଅଙ୍ଗାରକାମ୍ଳ ଆତ୍ମୀକରଣ ଓ ପୁଷ୍ଟିସାର ସଂଶ୍ଳେଷଣ, ଜୀବକୋଷ ଅମ୍ଳୀୟତା ଓ କାଟାୟନ-ଆନାୟନ ସନ୍ତୁଳନ ଆଦି ପ୍ରଧାନ । | ଧାନରେ ମାଗ୍ନେସିୟମ ଅଭାବ, ଧାନରେ କାହିଁକି ମାଗ୍ନେସିୟମ ଅଭାବ କାହିଁକି ଦେଖାଦିଏ, ମାଗ୍ନେସିୟମ ଅଭାବ ର ଲକ୍ଷଣ, ମାଗ୍ନେସିୟମ ଅଭାବ ର ପରିଚାଳନା କିପରି କରାଯିବ |
English
ଓଡ଼ିଆ
|
| ଲୌହ ବିଷାକ୍ତତା | ଖାଦ୍ୟସାର ପରିଚାଳନା | ବିଭିନ୍ନ ପ୍ରକାରର ମାଟିରେ ଲୌହ ବିଷାକ୍ତତା ଦେଖାଯାଇଥାଏ । ସାଧାରଣତଃ ଧାନ ଫସଲ ଥିବାବେଳେ ଜଳମଗ୍ନ ରହୁଥିବା ଖାଲୁଆ ଜମିରେ ଏହା ବିଶେଷ ଭାବେ ଦେଖାଯାଏ । ଏହା ଧାନ ଫସଲର ସମଗ୍ର ଜୀବନକାଳ ମଧ୍ୟରେ ହୋଇଥାଏ । | ଧାନରେ ଲୌହ ବିଷାକ୍ତତା, ଲୌହ ବିଷାକ୍ତତା ଲକ୍ଷଣ, ଧାନରେ ଲୌହ ବିଷାକ୍ତତା କାହିଁକି ଦେଖାଦିଏ, ଲୌହ ବିଷାକ୍ତତା କିପରି ନିୟନ୍ତ୍ରଣ କରିହେବ, ଲୌହ ବିଷାକ୍ତତା ପରିଚାଳନା |
English
ଓଡ଼ିଆ
|
| ଲୌହ ଅଭାବ | ଖାଦ୍ୟସାର ପରିଚାଳନା | ଲୌହ ଅଭାବ ଯୋଗୁଁ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ପ୍ରଭାବିତ ହେବା ଫଳରେ ଫସଲର ଅଭିବୃଦ୍ଧି ଓ ଅମଳ ହ୍ରାସ ପାଇଥାଏ । | ଲୌହ ଅଭାବ ଲକ୍ଷଣ, ଲୌହ ଅଂଶ ଥିବା ଧାନ କିସମ, ଲୌହ ସାର, ଲୌହ ଅଭାବ ଥିବା ମୃତ୍ତିକା, ଲୌହ ଅଭାବ ପରିଚାଳନା |
English
ଓଡ଼ିଆ
|
| ଧାନ ଫସଲରେ ସ୍ଥାନ ଭିତ୍ତିକ ଖାଦ୍ୟସାର ପରିଚାଳନା | ଖାଦ୍ୟସାର ପରିଚାଳନା | ଧାନ ଜମିରେ ଯବକ୍ଷାର, ଫସଫରସ ଓ ପଟାସର ସମୁଚିତ ବ୍ୟବହାର ନିମନ୍ତେ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନ ଭିତ୍ତିକ ଖାଦ୍ୟସାର ପରିଚାଳନା ଏକ ଉଦ୍ଭିଦ ଆଧାରିତ ଉପାୟ ଅଟେ । ଜମି, ଋତୁ ଓ ବର୍ଷ ଉପରେ ନିର୍ଭର କରି ଧାନ ଫସଲ ପାଇଁ ଖାଦ୍ୟସାର ଆବଶ୍ୟକତାରେ ପ୍ରଭେଦ ଦେଖାଯାଇଥାଏ । | ଧାନ ଫସଲରେ ସ୍ଥାନ ଭିତ୍ତିକ ଖାଦ୍ୟସାର ପରିଚାଳନା, ଧାନ ପାଇଁ ଏସ.ଏସ.ଏନ.ଏମ, ସାରର ସଠିକ ଉପଯୋଗ, ଧାନ ଫସଲ ପରିଚାଳକ, ଖାଦ୍ୟସାର ପରିଚାଳନା ପାଇଁ ଆର.ସି.ଏମ |
English
ଓଡ଼ିଆ
|
| ଧାନ ଫସଲରେ ଖାଦ୍ୟସାର ପରିଚାଳନା | ଖାଦ୍ୟସାର ପରିଚାଳନା | ଅଧିକାଂଶ ମୃତ୍ତିକା ଫସଲକୁ ସୀମିତ ପରିମାଣର ଖାଦ୍ୟସାର ଯୋଗାଇଥାଏ । ତେଣୁ ଅମଳ ବୃଦ୍ଧି ପାଇଁ ସାର ପ୍ରୟୋଗ କରିବା ଆବଶ୍ୟକ । କେତେକ କ୍ଷେତ୍ରରେ ମୃତ୍ତିକାର ଭୌତିକ ଅବସ୍ଥାରେ ପରିବର୍ତ୍ତନ ପାଇଁ ସାର ପ୍ରୟୋଗ କରାଯାଇଥାଏ । ଏକ ଟନ୍ ଧାନ ଉତ୍ପାଦନ ପାଇଁ ଫସଲ ମାଟିରୁ ୧୦-୧୫ କି.ଗ୍ରା. ଯବକ୍ଷାର, ୨-୩ କି.ଗ୍ରା. ଫସ୍ଫରସ୍ ଓ ୧୫-୨୦ କି.ଗ୍ରା. ପଟାସିଅମ୍ ଗ୍ରହଣ କରିଥାଏ । | ଧାନ ଫସଲରେ ଖାଦ୍ୟସାର ପରିଚାଳନା, ଗଛ ପାଇଁ ଅତ୍ୟାବଶ୍ୟକ ଖାଦ୍ୟସାର, ମୃତ୍ତିକା ରୁ ମିଳୁଥିବା ଖାଦ୍ୟସାର, ବାୟୁ ଓ ଜଳରୁ ମିଳୁଥିବା ଖାଦ୍ୟସାର, ସାର ର ସଠିକ ଉପଯୋଗ |
English
ଓଡ଼ିଆ
|