| ବାୟୁରୁଦ୍ଧ ନିବୁଜ ବ୍ୟବସ୍ଥା | ଅମଳ ପରବର୍ତ୍ତୀ ପରିଚାଳନା | ବାୟୁରୁଦ୍ଧ ନିବୁଜ ସାଇତା ବ୍ୟବସ୍ଥାରେ ଶସ୍ୟକୁ ବାୟୁରୁଦ୍ଧ ପାତ୍ରରେ ବନ୍ଦ କରି ରଖାଯାଇ ବାହ୍ୟ ପରିବେଶରୁ ଶସ୍ୟ ମଧ୍ୟକୁ ପବନ (ଅମ୍ଳଜାନ) ଓ ଜଳୀୟଅଂଶ ପ୍ରବେଶକୁ ନିଷିଦ୍ଧ କରାଯାଏ । | ବାୟୁରୁଦ୍ଧ ନିବୁଜ ସାଇତା, ନିବୁଜ ଧାନ ସାଇତା ପଦ୍ଧତିର ଗୁରୁତ୍ତ୍ଵ, କିପରି ନିବୁଜ ରୂପେ ଧାନ ସାଇତାଯାଇପାରିବ, ବାଯୁରୁଦ୍ଧ ସାଇତା ବ୍ୟବସ୍ଥା ର ମୂଲ୍ୟ |
English
ଓଡ଼ିଆ
|
| ଉଷୁମ ବାୟୁ ଦ୍ଵାରା ଶୁଖାଇବା ଓ କମ ତାପମାତ୍ରା ରେ ଶୁଖାଇବା | ଅମଳ ପରବର୍ତ୍ତୀ ପରିଚାଳନା | ଉଷୁମ ବାୟୁ ଦ୍ୱାରା ଶୁଖାଇବା ଓ କମ୍ ତାପମାତ୍ରାରେ ଶୁଖାଇବା (ସାଧାରଣ ବାୟୁ ବା କୋଠରୀ ମଧ୍ୟରେ ଶୁଖାଇବା ପଦ୍ଧତି ମଧ୍ୟ କୁହାଯାଏ) ପଦ୍ଧତିରେ ଦୁଇଟି ଭିନ୍ନ ଧରଣର ନିୟମ କାର୍ଯ୍ୟ କରିଥାଏ । ଉଭୟର ଉପକାରିତା ଓ ଅପକାରିତା ରହିଛି ଏବଂ ବେଳେବେଳେ ମିଳିତ ଭାବେ ଉଭୟ ନିୟମ କାର୍ଯ୍ୟ କରିଥାଏ ଯଥା; ଦ୍ୱିସୋପାନ ଶୁଖାଇବା ପଦ୍ଧତି । | ଉଷୁମ ବାୟୁ ଦ୍ଵାରା ଶୁଖାଇବା, କମ ତାପମାତ୍ରାରେ ଶୁଖାଇବା, ଧାନର ହାରାହାରି ଜଳୀୟ ଅଂଶ, ସ୍ଥିରୀକୃତ ବ୍ୟାଚ ଡ୍ରାୟର, ଉଷୁମ ବାୟୁ ଦ୍ଵାରା ସୁଖାଇବା ଓ କମ ତାପମାତ୍ରାରେ ଶୁଖାଇବା |
English
ଓଡ଼ିଆ
|
| ଅମଳ | ଅମଳ ପରବର୍ତ୍ତୀ ପରିଚାଳନା | ଜମିରେ ପାକଳ ହୋଇଥିବା ଧାନ ସଂଗ୍ରହ କରିବାକୁ ଅମଳ କୁହାଯାଏ । ଧାନ କାଟିବା, ଖଳାରେ ବାଡ଼େଇବା, ସଫା କରିବା, ପରିବହନ କରିବା ଓ ବ୍ୟାଗ୍ରେ ଭରିବା ଅମଳ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ଅଟେ । | କେତେବେଳେ ଅମଳ କରାଯିବ, ସଠିକ ରୂପେ କାହିଁକି ଅମଳ କରାଯିବା ଉଚିତ, ଅମଳ କାର୍ଯ୍ୟ, ହାତରେ ଅମଳ, ମେସିନ ଦ୍ଵାରା ଅମଳ |
English
ଓଡ଼ିଆ
|
| କେତେବେଳେ ଅମଳ କରାଯିବ | ଅମଳ ପରବର୍ତ୍ତୀ ପରିଚାଳନା | ଧାନ ଜମିରୁ ପାକଳ ହୋଇଥିବା ଶସ୍ୟ ସଂଗ୍ରହକୁ ଅମଳ କରିବା କୁହାଯାଏ । ଧାନ କାଟିବା, ଗଦା କରିବା, ବାଡ଼େଇବା / ବେଙ୍ଗଳା ପକାଇବା, ସଫା କରିବା ଓ ପରିବହନ ଆଦି ଅମଳ କରିବାର ଅନ୍ତର୍ଭୁକ୍ତ ଅଟେ । | ଧାନ କଟା ସମୟ, କଟା ସମୟରେ ଧାନର ଜଳୀୟ ଅଂଶ, କାଟିବା ପୂର୍ବରୁ କେତେକ ଜାଣିବା କଥା, କାଟିବା ସମୟରେ କେତେକ ଜାଣିବା କଥା |
English
ଓଡ଼ିଆ
|
| ଧାନ ଶୁଖାଇବା ପଦ୍ଧତି | ଅମଳ ପରବର୍ତ୍ତୀ ପରିଚାଳନା | ଅମଳ ସମୟରେ ଧାନରେ ସାଧାରଣତଃ ୨୪ ରୁ ୨୬ % ଜଳୀୟ ଅଂଶ ରହିଥାଏ । ଶୁଖାଇବାରେ ବିଳମ୍ବ ହେଲେ, ସମ୍ପୂର୍ଣ୍ଣ ଭାବେ ଶୁଖା ନଗଲେ ବା ସମାନ ଭାବେ ଶୁଖା ନଗଲେ; ଗୁଣାତ୍ମକ ମାନ ଓ ପରିମାଣ ଦୃଷ୍ଟିରୁ କ୍ଷତି ଘଟିଥାଏ । | ଧାନ କିପରି ଶୁଖାଯିବା, ଧାନ ଶୁଖାଇବା ପଦ୍ଧତି, ଉଷୁମ ବାୟୁ ଦ୍ଵାରା ଧାନ ଶୁଖାଇବା, ଖରାରେ ଧାନ ଶୁଖାଇବା, ଶୁଖାଇବା ସମୟରେ ଧାନର ଜଳୀୟ ଅଂଶ |
English
ଓଡ଼ିଆ
|
| ଶସ୍ୟ ସାଇତିବା | ଅମଳ ପରବର୍ତ୍ତୀ ପରିଚାଳନା | ସାଇତାଯିବା ପରିମାଣ, ସାଇତିବାର ଉଦ୍ଦେଶ୍ୟ ଓ ସାଇତାଯିବା ସ୍ଥାନ ଉପରେ ନିର୍ଭର କରି ବିଭିନ୍ନ ପଦ୍ଧତିରେ ଧାନ ସାଇତା ଯାଇଥାଏ । | ଧାନ ସାଇତା, ଧାନକୁ କିପରି ସାଇତିବେ, ଧାନ ସାଇତା ପାଇଁ ସଠିକ ବ୍ୟବସ୍ଥା, ଧାନ ସାଇତା ପାଇଁ ଭଲ ପଦ୍ଧତି |
English
ଓଡ଼ିଆ
|
| ଧାନ ପେଷିବା ବ୍ୟବସ୍ଥା | ଅମଳ ପରବର୍ତ୍ତୀ ପରିଚାଳନା | ଧାନରୁ କୁଣ୍ଡା ଓ ବ୍ରାନ୍ ବାହାର କରି ଧଳା ଚାଉଳ ପ୍ରସ୍ତୁତ କରିବାକୁ ଧାନ ପେଷିବା କୁହାଯାଏ । ଏକ ସୋପାନ,ଦ୍ୱିସୋପାନ, ବହୁ ସୋପାନ ପଦ୍ଧତିରେ ଧାନରୁ କୁଣ୍ଡା ଓ ବ୍ରାନ୍ ବାହାର କରି ଧଳା ଚାଉଳ ପ୍ରସ୍ତୁତ କରାଯାଇଥାଏ । | ଧାନ ପେଷିବା ପଦ୍ଧତି ଓ ବ୍ୟବସ୍ଥା, ହାତରେ ଧାନ ପେଷା, ବ୍ୟବସାୟିକ ଧାନ ପେଷା, ଧାନ ହଲର, ଏକ ବା ଦୁଇ ଥରରେ ଧାନ ପେଷା |
English
ଓଡ଼ିଆ
|
| ଧାନ ଶୁଖାଇବା ପାଇଁ ଶକ୍ତି ବ୍ୟବହାର | ଅମଳ ପରବର୍ତ୍ତୀ ପରିଚାଳନା | ଯାନ୍ତ୍ରିକ ପଦ୍ଧତିରେ ଧାନ ଶୁଖାଇବା ପାଇଁ ଦୁଇଟି ଉଦ୍ଦେଶ୍ୟରେ ଶକ୍ତି ଆବଶ୍ୟକ ହୋଇଥାଏ । ୧. ଧାନ ମଧ୍ୟରେ ବାୟୁ ପ୍ରବାହ କରିବା ପାଇଁ ୨. ବାୟୁର ତାପମାତ୍ରା ବୃଦ୍ଧି କରିବା ପାଇଁ ଯାହା ଫଳରେ ଏହା ଧାନରୁ ଅଧିକ ଜଳୀୟ ଅଂଶ ଗ୍ରହଣ କରିପାରିବ | ଧାନ ଶୁଖାଇବା ପାଇଁ ଶକ୍ତି ବ୍ୟବହାର, ଧାନ ଶୁଖାଇବା ପାଇଁ ଶକ୍ତିର ଆବଶ୍ୟକତା, ସ୍ୱଳ୍ପ ଉତ୍ତାପରେ ଧାନ ଶୁଖାଇବା, ମେସିନ ଦ୍ଵାରା ଧାନ ଶୁଖା |
English
ଓଡ଼ିଆ
|
| ଧାନ ଫସଲର ଅବଶିଷ୍ଟ ଅଂଶକୁ କମ୍ପୋଷ୍ଟ କରିବା | ଅମଳ ପରବର୍ତ୍ତୀ ପରିଚାଳନା | ଫସଲର ଅବଶିଷ୍ଟାଂଶ ଓ ପ୍ରାଣୀଙ୍କ ମଳ ଆଦି ଜୈବିକ ପଦାର୍ଥ ସଢ଼ିବା ପରେ ମିଳୁଥିବା ଜୈବିକ ପଦାର୍ଥକୁ କମ୍ପୋଷ୍ଟ କୁହାଯାଏ । ସାଧାରଣତଃ କମ୍ପୋଷ୍ଟରେ ଫସଲର ମୁଖ୍ୟ ଖାଦ୍ୟସାର କମ୍ ପରିମାଣରେ ରହିଥାଏ । କମ୍ପୋଷ୍ଟ ପ୍ରସ୍ତୁତିବେଳେ ଅଙ୍ଗାର ପରିମାଣ ହ୍ରାସ ପାଇବା ସହିତ ଅନ୍ୟାନ୍ୟ ଖାଦ୍ୟସାର ପରିମାଣ ବୃଦ୍ଧି ପାଏ । | କମ୍ପୋଷ୍ଟ କଣ, ଧାନ ଫସଲର ଅବଶିଷ୍ଟ ଅଂଶକୁ କମ୍ପୋଷ୍ଟ କରିବା, ଧାନର ଅବଶିଷ୍ଟ ଅଂଶକୁ ବ୍ୟବହାର କରି କିପରି କମ୍ପୋଷ୍ଟ କରିହେବ, କମ୍ପୋଷ୍ଟ ବ୍ୟବହାର ର ଲାଭ |
English
ଓଡ଼ିଆ
|
| ଦସ୍ତା ଅଭାବ | ଖାଦ୍ୟସାର ପରିଚାଳନା | ଦସ୍ତା ଅଭାବ ଦ୍ୱାରା ଧାନ ଫସଲର ଅନେକ ଜୈବ ରାସାୟନିକ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ; ଫଳରେ ଉଦ୍ଭିଦର ଅଭିବୃଦ୍ଧି ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ । ଦସ୍ତା ଅଭାବ ଗନ୍ଧକ ଅଭାବ ସହିତ ସମ୍ପୃକ୍ତ ଅଟେ । ଅମ୍ଳୀୟ ବା କ୍ଷାରୀୟ ହୋଇ ନଥିବା ଚୂନଯୁକ୍ତ ମାଟି, ବାରମ୍ବାର ଫସଲ ଚାଷ ହେଉଥିବା ଜମି, ଧାନ ଜମି ଓ ଜଳ ନିଷ୍କାସନ ହେଉ ନଥିବା ଜମି, କ୍ଷାରୀୟ ଓ ଲୁଣା ମାଟି, ପିଟ୍ ମାଟି, ଅଧିକ ଫସ୍ଫରସ ଓ ସିଲିକନ୍ ଥିବା ମାଟି, ବାଲିଆ ମାଟି, ଅବକ୍ଷୟପ୍ରାପ୍ତ ମାଟି, ଅମ୍ଳୀୟ ମାଟି, ମାଙ୍କଡ଼ା ପଥର ଓ ସର୍ପିଳ ପଥରରୁ ସୃଷ୍ଟ ମାଟି ଏବଂ ଅଳ୍ପ ପରିମାଣରେ ପଟାସ, ଗାରନେସିଅମ୍ ଓ ଚୂନ ଥିବା ଗନ୍ଧକଯୁକ୍ତ ଅମ୍ଳୀୟ ମାଟିରେ ଏହା ଦେଖାଯାଇଥାଏ । | ଧାନରେ ଦସ୍ତା ଅଭାବ, ଦସ୍ତା ଅଭାବ ଲକ୍ଷଣ, ଦସ୍ତା ଅଭାବ ଥିବା ମୃତ୍ତିକା ର ପ୍ରକାର, ଗଛର ବୃଦ୍ଧି ଉପରେ ଦସ୍ତାର ପ୍ରଭାବ, ଦସ୍ତା ଅଭାବ କିପରି ପରିଚାଳନା କରାଯିବ |
English
ଓଡ଼ିଆ
|