| ବିହନ ପରିମାଣ (ଅଧିକ) | ବିହନ | ବିହନ ନିମ୍ନମାନର ହୋଇଥିଲେ ଅନେକ ସମୟରେ କୃଷକମାନେ ଅଧିକ ପରିମାଣରେ ବିହନ ବୁଣିଥାନ୍ତି । ଏହାଦ୍ୱାରା ମୂଷା, ପକ୍ଷୀ ଓ ଗେଣ୍ଡାଙ୍କ ଦ୍ୱାରା ହେଉଥିବା କ୍ଷତି ଭରଣା ହେବା ସହିତ ଫସଲ ଅନାବନା ଘାସ ସହିତ ପ୍ରତିଯୋଗିତା କରିବାକୁ ସକ୍ଷମ ହୋଇଥାଏ । | ଅଧିକ ପରିମାଣର ବିହନ, ଜମିରେ ଅଧିକ ସଂଖ୍ୟାରେ ଗଛ, ଫସଲ ସ୍ଥାପନା ଜନିତ ସମସ୍ୟା, ଅଧିକ ସଂଖ୍ୟକ ଗଛର ପରିଚାଳନା |
English
ଓଡ଼ିଆ
|
| ବିହନର ମାନ | ବିହନ | ବିହନ ଏକ ଜୀବନ୍ତ ଉତ୍ପାଦ । ଏହାର ଗଜା ହେବା କ୍ଷମତା ବୃଦ୍ଧି କରିବା ଓ ପରବର୍ତ୍ତୀ ଫସଲରୁ ଅଧିକ ଅମଳ ପାଇବା ପାଇଁ ଏହାକୁ ଉପଯୁକ୍ତ ଭାବେ ଉତ୍ପାଦନ, ଅମଳ ଓ ପ୍ରକ୍ରିୟାକରଣ କରାଯିବା ଆବଶ୍ୟକ । | ଧାନ ବିହନର ମାନ, ଭଲ ମାନର ବିହନ, ବିହନର ମାନ କିପରି ଜାଣିହେବ, ଧାନ ବିହନ ମାନଙ୍କର ଶ୍ରେଣୀ ବିଭାଗ |
English
ଓଡ଼ିଆ
|
| ବିହନର ସଂଜ୍ଞା | ବିହନ | ଆକୃତି, ଆକାର ଓ ରଙ୍ଗ ଆଧାରରେ କୌଣସି କିସମର ପ୍ରକୃତ ବିହନ । ସାଧାରଣତଃ ଅଧିକାଂଶ ବିହନ ଏହିପରି ଥାଏ । ଅନ୍ୟ ପ୍ରକାରର ଧାନ ବିହନକୁ ମିଶ୍ରିତ ଧାନ କିସମ ଆଖ୍ୟା ଦିଆଯାଇପାରେ । | ଶୁଦ୍ଧ ବିହନ, ଗଜା ହୋଇଥିବା ବିହନ, ବିହନର ସଂଜ୍ଞା, ଭଲ ବିହନ, ଆଂଶିକ ଦାନା ପୁରିଥିବା ବିହନ |
English
ଓଡ଼ିଆ
|
| ବିହନ ପ୍ରାମାଣିକରଣ | ବିହନ | ବିହନ ପ୍ରମାଣୀକରଣର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କ ପାଇଁ ଉଚ୍ଚ ମାନର ଓ ଉନ୍ନତ କିସମର ବିଶୁଦ୍ଧ ବିହନ ଉପଲବ୍ଧ କରାଇବା । ପ୍ରମାଣୀକୃତ ବିହନ ଆନୁବଂଶିକୀ ଦୃଷ୍ଟିରୁ ବିଶୁଦ୍ଧ ଓ ଉନ୍ନତ ମାନର ହେବା ସହିତ ଏଥିରୁ ଭଲ ଭାବେ ହୃଷ୍ଟପୁଷ୍ଟ ଗଜା ବାହାରିଥାଏ (ଯଥା ଏହା ରୋଗ ଜୀବାଣୁ ମୁକ୍ତ ହୋଇଥାଏ ଓ ଏଥିରେ ନଷ୍ଟ ହୋଇଥିବା ବା ଅପରିପକ୍ୱ ମଞ୍ଜି ନଥାଏ) | ଧାନ ବିହନ ପ୍ରାମାଣିକରଣ, ବିଭିନ୍ନ ଶ୍ରେଣୀର ବିହନ, ପ୍ରଜନକ ବିହନ, ପିଣ୍ଡ ବିହନ, ପ୍ରମାଣିକୃତ ବିହନ, ବିହନ ପରୀକ୍ଷା, ବିହନ ପ୍ରମାଣିକରଣ ମାନଦଣ୍ଡ |
English
ଓଡ଼ିଆ
|
| ନିମ୍ନମାନର ବିହନ | ବିହନ | ନିମ୍ନମାନର ବିହନ ବ୍ୟବହାର ଯୋଗୁଁ ଗଛ ହୃଷ୍ଟପୁଷ୍ଟ ହୁଏ ନାହିଁ ଓ ଗଛର ଅଭିବୃଦ୍ଧି ହ୍ରାସ ପାଇଥାଏ । ଏହା ଅନାବନା ଘାସ, କୀଟ ଓ ରୋଗ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ । | ନିମ୍ନମାନର ଧାନ ବିହନ, ନିମ୍ନମାନଯୁକ୍ତ ଧାନ ବିହନର ଲକ୍ଷଣ, ନିମ୍ନମାନଯୁକ୍ତ ଧାନ ବିହନର ପରିଚାଳନା, ଧାନ ବୁଣା/ରୁଆରେ ଦେଖାଯାଉଥିବା ସମସ୍ୟା |
English
ଓଡ଼ିଆ
|
| ଅରୁଆ ଚାଉଳର ମାନ ନିର୍ଦ୍ଧାରଣ | ବିହନ | ଚାଉଳର ମାନ ନିର୍ଦ୍ଧାରଣ ପଦ୍ଧତି ମଧ୍ୟରୁ ଅରୁଆ ଚାଉଳର ମାନ ପରଖିବା ଅନ୍ୟତମ ଅଟେ। ପେଷା ଯାଇଥିବା ଚାଉଳରେ ଜଳୀୟ ଅଂଶ, ଅପରିଷ୍କାର ପଦାର୍ଥ, ଧବଳତା, ଦାନା ଆକୃତି ଇତ୍ୟାଦି ପରଖିବା ଆବଶ୍ୟକ। | ଅରୁଆ ଚାଉଳରେ ଥିବା ଗୁଣ, ଧାନ ପେଷିବା ମାତ୍ରା ହିସାବ, ଧାନ ପେଷଣ ଅଦାୟ, ଭଙ୍ଗା ଚାଉଳ, ମଲା ଚାଉଳ, ଚାଉଳର ଆକୃତି, ଚାଉଳର ଧଳା ରଙ୍ଗ |
English
ଓଡ଼ିଆ
|
| ବିହନର ବିଶୁଦ୍ଧତା ପରୀକ୍ଷା | ବିହନ | ବିହନରେ ମିଶିଥିବା ଅନ୍ୟାନ୍ୟ ପଦାର୍ଥର ମାପକାଠି ହେଉଛି ବିହନର ଶୁଦ୍ଧତା । ଏହା ମଧ୍ୟରେ ଅନ୍ତର୍ଭୁକ୍ତ ହେଉଛି: ଘାସ ଓ ଅନ୍ୟାନ୍ୟ ଫସଲର ମଞ୍ଜି, ନିଷ୍କ୍ରିୟ ପଦାର୍ଥ | ବିହନର ବିଶୁଦ୍ଧତା ପରୀକ୍ଷା, କିପରି ବିଶୁଦ୍ଧତା ପରୀକ୍ଷା କରାଯାଇପାରିବ, ବିହନରେ ମିଶିଥିବା ନିଷ୍କ୍ରିୟ ପଦାର୍ଥ, ଗାଣିତିକ ସୂତ୍ର ମାଧ୍ୟମରେ ବିହନର ବିଶୁଦ୍ଧତା ପରୀକ୍ଷା |
English
ଓଡ଼ିଆ
|
| ବିହନର ଗଜା ପରୀକ୍ଷା | ବିହନ | ଗଜା ପରୀକ୍ଷା ଦ୍ୱାରା କୌଣସି ବିହନ ମଧ୍ୟରେ ଥିବା ଜୀବନ୍ତ ବିହନର ଶତକଡ଼ା ଭାଗ ଜାଣିହୁଏ । ହୃଷ୍ଟପୁଷ୍ଟ ବିହନ ଓ ଅଧିକ ଗଜା ହେବା କ୍ଷମତା ଥିଲେ କିଆରୀରେ ଭଲ ଫସଲ ହୋଇଥାଏ । କିସମ ଅନୁସାରେ ଗଜା ହେବାର ପ୍ରକ୍ରିୟାରେ ସାମାନ୍ୟ ପ୍ରଭେଦ ଦେଖାଯାଇଥାଏ । ତେବେ ବୁଣିବାର ୨ ଦିନ ମଧ୍ୟରେ ବିହନ ଜଳୀୟ ଅଂଶ ଗ୍ରହଣ କରିବା ସହିତ ୪ ଦିନରେ ଚେର ଓ ପ୍ରଥମ ପତ୍ର ସୃଷ୍ଟି କରିବା ଉଚିତ୍ । ଏହି ଅବସ୍ଥାରେ ବିହନରୁ ଗଜା ବାହାରିଲା ବୋଲି ଜଣାଯିବ । | ବିହନର ଗଜା ପରୀକ୍ଷା କିପରି କରାଯାଇପାରିବ, ବିହନ ଗଜା ପରଖିବା ପାଇଁ ପରୀକ୍ଷଣ, ଗଜା କରିବା ପଦ୍ଧତି, ବିହନର ଗଜା ହାର ହିସାବ |
English
ଓଡ଼ିଆ
|
| ଚାଉଳର ମାନ | ବିହନ | ଲୋକମାନଙ୍କ ରୁଚି ଅନୁସାରେ ବିଭିନ୍ନ ଲୋକଙ୍କ ପାଇଁ ଶସ୍ୟର ମାନ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଶସ୍ୟର ମାନ ହେଉଛି ବିଭିନ୍ନ ଗୁଣ ଯଥା ବାସ୍ନା, ଆକାର, ରାନ୍ଧିବା ଗୁଣ, ରଙ୍ଗ, ଖାଦ୍ୟମୂଲ୍ୟ, ଶସ୍ୟର ଅଂଶ ଆଦିର ସମାହାର । | ଚାଉଳର ମାନ, ଚାଉଳର ମାନ ଗୁରୁତ୍ତ୍ଵପୂର୍ଣ୍ଣ କାହିଁକି, ଚାଉଳର ମାନ କିପରି ବଜାୟ ରଖିହେବ, ଚାଉଳର ମାନ ସମ୍ବନ୍ଧୀୟ ଗୁଣକ |
English
ଓଡ଼ିଆ
|
| ବିହନର ମାପ ଓ ପରିମାପ | ବିହନ | ବିହନ ଏକ ଜୀବନ୍ତ ଉତ୍ପାଦ । ଅଧିକ ଗଜା ହେବା ସହିତ ଭଲ ଅମଳ ଦେବା ପାଇଁ ଏହାକୁ ଉପଯୁକ୍ତ ଭାବେ ଚାଷ କରିବା ସହିତ ଅମଳ କରିବା ଓ ପ୍ରକ୍ରିୟାକରଣ କରିବା ଆବଶ୍ୟକ । ବିହନର ମାନ ଅନେକଗୁଡ଼ିଏ କାରଣ ଉପରେ ନିର୍ଭରଶୀଳ ଅଟେ । ଚାଷ ପଦ୍ଧତି, ଅମଳ ପ୍ରଣାଳୀ, ପ୍ରକ୍ରିୟାକରଣ ଓ ସାଇତା ବେଳେ ମୂଳ ଫସଲର ଅବସ୍ଥା ଉପରେ ବିହନର ମାନ ନିର୍ଭର କରିଥାଏ । | ଧାନ ବିହନର ମାପ ଓ ପରିମାପ, ବିହନର ମାନ ପରୀକ୍ଷା, ବିହନ ମାନ ପରୀକ୍ଷାର ଗୁରୁତ୍ତ୍ଵ, ପ୍ରମାଣିକରଣ ନିମନ୍ତେ ବିହନର ମାନ |
English
ଓଡ଼ିଆ
|