RKB_Odisha_Odia
RKB_Odisha_Odia
IRRI Banner

ତଥ୍ୟ ଫର୍ଦ୍ଦ

ତଥ୍ୟ ପତ୍ରର ନାମବିଷୟସାରାଂଶମୁଖ୍ୟ ଶବ୍ଦଡାଉନଲୋଡ଼
କେଣ୍ଡାରୁ ଧାନ ଛଡ଼ାଇବାଅମଳ ପରବର୍ତ୍ତୀ ପରିଚାଳନାଅମଳ ପ୍ରକ୍ରିୟାର ଏକ ଅଂଶ ବିଶେଷ ହେଉଛି କେଣ୍ଡାରୁ ଧାନ ଝଡ଼ାଇବା । ଜମିରୁ ପାଚିଲା ଫସଲ ଆଣିବାକୁ ଅମଳ କୁହାଯାଏ । ଧାନ କାଟିବା, ବୋହି ଆଣିବା, କେଣ୍ଡାରୁ ଧାନ ଝଡ଼ାଇବା, ସଫା କରିବା ଓ ଜମିରେ ଶୁଖାଇବା ବା ଗଦା କରି ରଖିବା ଅମଳ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ଅଟେ ।କେଣ୍ଡାରୁ ଧାନ ଛଡ଼ାଇବା ପଦ୍ଧତି, ସଠିକ ରୂପେ ଓ ସଠିକ ସମୟରେ କେଣ୍ଡାରୁ ଧାନ ଛଡ଼ାଇବା, ହାତ ଦ୍ଵାରା ଧାନ ଛଡ଼ାଇବା, ପାଦରେ ଧାନ ଛଡ଼ାଇବା, ଥାକ ବ୍ୟବହାର କରି ଧାନ ଛଡ଼ାଇବା, ପାଦଚାଳିତ ଧାନ ଛଡ଼ା ଯନ୍ତ୍ର English ଓଡ଼ିଆ
ଶକ୍ତିଚାଳିତ ଥ୍ରେସରର ରକ୍ଷଣା ବେକ୍ଷଣଅମଳ ପରବର୍ତ୍ତୀ ପରିଚାଳନାଶକ୍ତିଚାଳିତ ଥ୍ରେସରକୁ ଠିକ୍ ଭାବରେ ରକ୍ଷଣାବେକ୍ଷଣ କରାନଯିବା, ତୃଟିଯୁକ୍ତ ଯନ୍ତ୍ର ସଂସ୍ଥାପନ କରିବା ଅଥବା ତୃଟିପୂର୍ଣ୍ଣ ଭାବେ ଚଳାଇବା ଦ୍ୱାରା ଅଧିକ ଇନ୍ଧନ ବ୍ୟୟ ହେବା ସହିତ ଚାଳକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥାଏ ।ଶକ୍ତିଚାଳିତ ଥ୍ରେସରର ରକ୍ଷଣା ବେକ୍ଷଣ, ଶକ୍ତିଚାଳିତ ଥ୍ରେସରର ରକ୍ଷଣା ବେକ୍ଷଣ ତାଲିକା, ଶକ୍ତିଚାଳିତ ଥ୍ରେସରର ରକ୍ଷଣା ବେକ୍ଷଣ ସମୟରେ ସୁରକ୍ଷା ବ୍ୟବସ୍ଥା, ଶକ୍ତିଚାଳିତ ଥ୍ରେସରର ଫଟୋ, ଶକ୍ତିଚାଳିତ ଥ୍ରେସରରେ କିପରି ତେଲ ଦିଆଯିବ, ଶକ୍ତିଚାଳିତ ଥ୍ରେସରର ସ୍ଥାପନା ଓ ବିନ୍ୟାସ English ଓଡ଼ିଆ
ଚାଉଳର ଭୌତିକ ମାନଅମଳ ପରବର୍ତ୍ତୀ ପରିଚାଳନାକେତେକ ବାଞ୍ଛନୀୟ ଓ ମାପଯୋଗ୍ୟ ବୈଶିଷ୍ଟ୍ୟାବଳୀର ସମାହାରରେ ପେଷା ଯାଇଥିବା ଚାଉଳର ଭୌତିକ ମାନ ନିର୍ଦ୍ଧାରଣ କରାଯାଇଥାଏ । ବଜାର ଚାହିଦା ଅନୁସାରେ ଚାଉଳର ଶ୍ରେଣୀ ବିଭାଗ କରିବାରେ ଏହା ସହାୟକ ହୋଇଥାଏ ।ଚାଉଳର ଭୌତିକ ମାନ, ଧାନ ପେଷିବା ମାତ୍ରା, ଧାନରେ ଦେଖାଯାଉଥିବା ଧଳା ଅଂଶ, ସଠିକ ଭାବେ ପେଷା ହୋଇନଥିବା ଚାଉଳ, ପେଷା ହୋଇଥିବା ଚାଉଳର ମାପ କିପରି କରାଯିବ, ପେଷା ହୋଇଥିବା ଚାଉଳର ଧଳାପଣ English ଓଡ଼ିଆ
ଗରମ ପବନ ଦ୍ଵାରା ଶୁଖାଇବା ବ୍ୟବସ୍ଥାଅମଳ ପରବର୍ତ୍ତୀ ପରିଚାଳନାଗରମ ପବନ ଦ୍ୱାରା ବା ଯନ୍ତ୍ର ସାହାଯ୍ୟରେ ବାୟୁର ତାପମାତ୍ରାକୁ ଅନୁକୂଳ ଅବସ୍ଥାକୁ ଆଣି ଦିନ ବା ରାତି ଯେକୌଣସି ସମୟରେ ଶସ୍ୟ ଶୁଖା ଯାଇପାରିବ । କିନ୍ତୁ ଖରାରେ ଶୁଖାଇବା କ୍ଷେତ୍ରରେ ଏପରି ହୋଇ ନଥାଏ ।ଗରମ ପବନ ଦ୍ଵାରା ଶୁଖାଇବା ବ୍ୟବସ୍ଥା, ମେସିନ ଦ୍ଵାରା ଧାନ ଶୁଖା, ଗରମ ପବନ ମେସିନ, ସ୍ଥିରୀକୃତ ବ୍ୟାଚ ଡ୍ରାୟର, ସ୍ଥିରୀକୃତ ବ୍ୟାଚ ଡ୍ରାୟରର ବିନ୍ୟାସ, ନିରନ୍ତର ପ୍ରବାହ ଡ୍ରାୟର English ଓଡ଼ିଆ
ଧାନର ଜଳୀୟ ଅଂଶ ମାପ କରିବାଅମଳ ପରବର୍ତ୍ତୀ ପରିଚାଳନାଧାନ ବା ଚାଉଳରେ ଥିବା ଜଳର ପରିମାଣକୁ ଜଳୀୟ ଅଂଶ କୁହାଯାଏ । ଏହି ଜଳୀୟ ଅଂଶ ଓ ଧାନ ବା ଚାଉଳର ମୋଟ ଓଜନର ଅନୁପାତ ଅଟେ ଏବଂ ଏହାକୁ ଶତକଡ଼ା ହିସାବରେ ପ୍ରକାଶ କରାଯାଇଥାଏ । ବେଳେବେଳେ ଗବେଷଣା ଉଦ୍ଦେଶ୍ୟରେ ଧାନ ବା ଚାଉଳର ଶୁଷ୍କ ଓଜନ ସହିତ ଏଥିରେ ଥିବା ଜଳୀୟ ଅଂଶର ଅନୁପାତ ନିର୍ଣ୍ଣୟ କରାଯାଇଥାଏ ।ଧାନର ଜଳୀୟ ଅଂଶ କିପରି ମାପ କରିବା, ଧାନର ଜଳୀୟ ଅଂଶ ପରୀକ୍ଷା, ଭୁଲ ଜଳୀୟ ଅଂଶ ପରୀକ୍ଷାର ଫଳ, ଓଭେନ ବ୍ୟବସ୍ଥା ଦ୍ଵାରା ଧାନର ଜଳୀୟ ଅଂଶ ପରୀକ୍ଷା, ଇରୀ ମଏଶ୍ଚର ମିଟର English ଓଡ଼ିଆ
ଧାନର ଭୌତିକ ଅବସ୍ଥା ମାପିବାଅମଳ ପରବର୍ତ୍ତୀ ପରିଚାଳନାବିହନ, ଚାଉଳର ମାନ ଓ ଗ୍ରେଡିଂର ମାନ ସ୍ଥିର କରିବା ପାଇଁ ଧାନର ଭୌତିକ ଅବସ୍ଥା ମାପ କରାଯିବା ଆବଶ୍ୟକଧାନର ଭୌତିକ ଅବସ୍ଥା କିପରି ମାପିବା, ଧାନରେ ଖଣ୍ଡିଆ କିମ୍ବା ଭଙ୍ଗା ଅଂଶ ଚିହ୍ନଟ, ଅପରିପକ୍ଵ ଧାନ, ଧାନର ଗୁଣ ମାପିବା English ଓଡ଼ିଆ
ଇରୀ ସୁପର ବ୍ୟାଗଅମଳ ପରବର୍ତ୍ତୀ ପରିଚାଳନାବାୟୁରୁଦ୍ଧ ନିୟମକୁ ଉପଯୋଗ କରି କୃଷକ ଓ ପ୍ରକ୍ରିୟାକରଣକାରୀଙ୍କୁ ସୁଲଭ ମୂଲ୍ୟରେ ଶସ୍ୟ ସାଇତିବା ଉପକରଣ ଯୋଗାଇ ଦେବା ନିମନ୍ତେ ଇରି  ସୁପର ବ୍ୟାଗ୍ ପ୍ରସ୍ତୁତ କରାଯାଇଛି । ଧାନ ଆଦି ଫସଲ ଓ ଅନ୍ୟାନ୍ୟ ଫସଲର ଶସ୍ୟକୁ ଅଧିକ ଦିନ ପର୍ଯ୍ୟନ୍ତ ନିରାପଦରେ ସାଇତିବା ନିମନ୍ତେ କୃଷକଙ୍କୁ ସୁହାଇବା ପରି ପ୍ରସ୍ତୁତ କରାଯାଇଛି ଇରୀ ସୁପର ବ୍ୟାଗ୍ । ବ୍ୟବହାର କରାଯାଉଥିବା ମୁଣା (ପ୍ଲାଷ୍ଟିକ ବ୍ୟାଗ୍ ବା ଅଖା ମୁଣି) ମଧ୍ୟରେ ଭିତର ଆସ୍ତରଣ ଭାବେ ଇରୀ ସୁପର ବ୍ୟାଗ ବ୍ୟବହାର କରାଯାଇଥାଏ ।ଇରୀ ସୁପର ବ୍ୟାଗ, ଧାନ ସୁପର ବ୍ୟାଗ କିପରି କାର୍ଯ୍ୟ କରିଥାଏ, ସୁପର ବ୍ୟାଗର ଲାଭ, ଇରୀ ସୁପର ବ୍ୟାଗକୁ ବ୍ୟବହାର କରିବା, ବିହନ ଗଜା ଜୀବନକାଳ, ଚାଷୀଙ୍କୁ ସୁହାଇଲା ଭଳି ସାଇତା ବ୍ୟାଗ English ଓଡ଼ିଆ
ଇରୀ ମଏଶ୍ଚର ଟେଷ୍ଟରଅମଳ ପରବର୍ତ୍ତୀ ପରିଚାଳନାଇରୀ ଅଳ୍ପ ମୂଲ୍ୟ ମଏଶ୍ଚର ଟେଷ୍ଟର ଅମଳ ପରବର୍ତ୍ତୀ ସମୟରେ ନିଷ୍ପତି ଗ୍ରହଣ କରିବାରେ ସହାୟକ ହୋଇଥାଏ । ଏହାର ମୂଲ୍ୟ ଆଧୁନିକ ମଏଶ୍ଚର ମିଟର ତୁଳନାରେ ଅଧା ଅଟେ । ଧାନର ଅମଳ ପରେ ଏହା ସହାୟକ ହୋଇଥାଏ, କିନ୍ତୁ ଏହା ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ ।ଧାନ ପାଇଁ ଇରୀ ମଏଶ୍ଚର ଟେଷ୍ଟର, ଇରୀ ମଏଶ୍ଚର ଟେଷ୍ଟର କିପରି ବ୍ୟବହାର କରିବେ, ଇରୀ ମଏଶ୍ଚର ମିଟରର ଲାଲ ବତୀ, ଇରୀ ମଏଶ୍ଚର ମିଟରର ବ୍ୟବହାର English ଓଡ଼ିଆ
କିପରି ଡ୍ରାୟର ବ୍ୟବହାର କରାଯିବଅମଳ ପରବର୍ତ୍ତୀ ପରିଚାଳନାଡ୍ରାୟର ହେଉଛି ଏକ ଯାନ୍ତ୍ରିକ ଉପକରଣ ଯାହାଦ୍ୱାରା ଶସ୍ୟ ମଧ୍ୟରେ ସାଧାରଣ ବାୟୁ ବା ଗରମ ବାୟୁ ପ୍ରବେଶ କରାଯାଇ ଏଥିରୁ ଜଳୀୟ ଅଂଶ ହ୍ରାସ କରାଯାଇଥାଏ ।କିପରି ଡ୍ରାୟର ବ୍ୟବହାର କରାଯିବ, ଧାନ ଶୁଖାଇବା ପୂର୍ବର ପରିଚାଳନା, ଡ୍ରାୟର କିପରି ବ୍ୟବହାର କରିବେ, ଡ୍ରାୟର ବ୍ୟବହାର କରିବା ସମୟରେ ସତର୍କତା English ଓଡ଼ିଆ
ଖରାରେ ଶୁଖାଇବାଅମଳ ପରବର୍ତ୍ତୀ ପରିଚାଳନାପାରମ୍ପରିକ ଭାବେ ଧାନକୁ ଖରାରେ ପକାଇ ଜଳୀୟ ଅଂଶ ହ୍ରାସ କରିବାକୁ ଖରାରେ ଶୁଖାଇବା କହନ୍ତି । ସୂର୍ଯ୍ୟ ରଶ୍ମି ଦ୍ୱାରା ଧାନ ଓ ଏହାର ଆଖପାଖ ବାୟୁର ତାପମାତ୍ରା ବୃଦ୍ଧି ହେବା ଯୋଗୁଁ ଶସ୍ୟରେ ଥିବା ଜଳ ଶୀଘ୍ର ବାଷ୍ପୀକରଣ ହୋଇଥାଏ ।ଖରାରେ ଧାନ ଶୁଖାଇବା, ଖରାରେ ଧାନ ଶୁଖାଇବା ପଦ୍ଧତି, କେଣ୍ଡା ଶୁଖାଇବା, ପାଲରେ ଧାନ ଶୁଖାଇବା, ଧାନ ଶୁଖାଇବାର ପାରମ୍ପରିକ ପଦ୍ଧତି English ଓଡ଼ିଆ

Error: Contact form not found.