ସି.ଆର.୧୦୦୯ ସବ ୧ ଧାନ | କିସମ | ଏହି କିସମ ସିଆର ୧୦୦୯ (ସାବିତ୍ରୀ)ର ଏକ ଉନ୍ନତ ରୂପ ଅଟେ । ଏଥିରେ ସବ-୧ ଜିନ୍ ପ୍ରବେଶ କରାଯାଇ ଥିବାରୁ ଏହା ତଳି ଅବସ୍ଥାରେ ୧୫ ଦିନ ପର୍ୟ୍ୟନ୍ତ ଠିଆପାଣି ସହ୍ୟ କରିବାରେ । ସିଆର ୧୦୦୯ ସବ-୧ ଏହାର ମୂଳ କିସମ ପରି ବିଳମ୍ବ ଅବଧି (୧୫୫ ଦିନ), ଅଧିକ ଅମଳକ୍ଷମ (ହେକ୍ଟର ପ୍ରତି ୬.୦ ରୁ ୬.୫ ଟନ୍) ଏବଂ ଏହାର ପତ୍ରଚିତା ରୋଗ, ମହିଷା ରୋଗ, ମାଟିଆଗୁଣ୍ଡି ପୋକ ଓ ଧଳା ପିଠିଆ ପତ୍ରଡିଆଁ ପୋକ ପ୍ରତି କେତେକାଂଶରେ ପ୍ରତିରୋଧି କ୍ଷମତା ରହିଛି । | ଠିଆ ପାଣି ସହଣି ଧାନ କିସମ, ଚାପ ସହଣି ଧାନ କିସମ, ବିଳମ୍ବ ଅବଧି ଧାନ କିସମ, ଅଧିକ ଅମଳକ୍ଷମ କିସମ, ସି.ଆର.୧୦୦୯ ସବ ୧ ଧାନ ଚାଷ ପ୍ରଣାଳୀ |
English
ଓଡ଼ିଆ
|
ବୀଣା ଧାନ ୧୧ | କିସମ | ବୀଣା ଧାନ-୧୧ (ସିହେରାଙ୍ଗ ସବ-୧) ଏକ ଅଧିଳ ଅମଳକ୍ଷମ, ସଅଳ କିସମ (୧୨୦ ଦିନ) ଧାନ କିସମ ଅଟେ । ଠିଆପାଣି ସହନଶୀଳ ଏହି କିସମ ମଧ୍ୟମ ଅଳ୍ପୋଚ୍ଚ ଖାଲ ଜମି ପାଇଁ ଉପଯୁକ୍ତ ଅଟେ । ଏହା ମଧ୍ୟମ ଉଚ୍ଚ ବିଶିଷ୍ଟ (୧୦୭-୧୧୫ ସେ.ମି.) ଓ ଟାଣ କାଣ୍ଡ ଯୋଗୁଁ ସହଜରେ ପଡ଼ିଯାଏ ନାହିଁ । | ବୀଣା ଧାନ ୧୧ ଚାଷ ପଦ୍ଧତି, ଅଧିକ ଅମଳକ୍ଷମ ଧାନ, ବୀଣା ଧାନ ୧୧ ପାଇଁ ଜମି ପ୍ରସ୍ତୁତି, ବିହନ ବିଶୋଧନ, ଖାଦ୍ୟସାର ସୁପାରିଶ, ଚାପ ସହଣି ଧାନ କିସମ |
English
ଓଡ଼ିଆ
|
ଡି.ଆର.ଆର ଧାନ ୪୪ | କିସମ | ଡି.ଆର.ଆର ଧାନ ୪୪ ଏକ ଅଧିକ ଅମଳକ୍ଷମ, ସଅଳ ଅବଧି (୧୨୦ ଦିନ) ମରୁଡ଼ି ସହନଶୀଳ ଧାନ କିସମ ଅଟେ । ଏହି କିସମ ଢିପ ଜମି ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଅଳ୍ପ ଖାଲ ଜମି ପାଇଁ ଉପଯୁକ୍ତ ଅଟେ । ଏହାର ଗଛ ଅଳ୍ପ ଡେଙ୍ଗା (୧୧୫-୧୨୦ ସେ.ମି.) ଓ ଏହାର ଦାନା ଉନ୍ନତ ମାନର (ସରୁ ଲମ୍ବା) ଅଟେ । ଏହା ଅଧିଳ ଅମଳକ୍ଷମ (ହେକ୍ଟର ପ୍ରତି ୫.୦ ରୁ ୫.୫ ଟନ୍) ହୋଇଥିବାରୁ ଉଭୟ ଖରିଫ ଓ ରବି ଋତୁରେ ସମାନ ଅବଧିର କମ୍ ଅମଳ ଦେଉଥିବା ଧାନ କିସମ ବଦଳରେ ଚାଷ କରାଯାଇପାରିବ । | ସଅଳ କିସମ ଧାନ, ଡି.ଆର.ଆର ଧାନ ୪୪, ଚାପ ସହଣି ଧାନ କିସମ, ମରୁଡ଼ି ସହଣି ଧାନ, ଡି.ଆର.ଆର ଧାନ ୪୪ ଚାଷ ପଦ୍ଧତି |
English
ଓଡ଼ିଆ
|
ଡି.ଆର.ଆର ଧାନ ୪୨ | କିସମ | ଡି.ଆର.ଆର ଧାନ ୪୨ ଏକ ଅଧିକ ଅମଳକ୍ଷମ, ସଅଳ ଅବଧି (୧୨୦ ଦିନ) ମରୁଡ଼ି ସହନଶୀଳ ଧାନ କିସମ ଅଟେ । ଏହି କିସମ ଢିପ ଜମି ଏବଂ ମରୁଡ଼ି ପ୍ରବଣ ଅଳ୍ପ ଖାଲ ଜମି ପାଇଁ ଉପଯୁକ୍ତ ଅଟେ । ଏହା ଅଳ୍ପ ଡେଙ୍ଗା (୧୦୦-୧୦୫ ସେ.ମି.) ଓ ଏହାର ଦାନା ଉନ୍ନତ ମାନର (ସରୁ ) ଅଟେ । ଏହା ଅଧିଳ ଅମଳକ୍ଷମ (ହେକ୍ଟର ପ୍ରତି ୫.୦ ରୁ ୫.୫ ଟନ୍) ହୋଇଥିବାରୁ ଉଭୟ ଖରିଫ ଓ ରବି ଋତୁରେ ସମାନ ଅବଧିର ଅଳ୍ପ ଅମଳ ଦେଉଥିବା ଧାନ କିସମ ବଦଳରେ ଚାଷ କରାଯାଇପାରିବ । | ଡି.ଆର.ଆର ଧାନ ୪୨, ମରୁଡ଼ି ସହଣି ଧାନ, ଚାପ ସହଣି ଧାନ କିସମ, ବିହନ ବିଶୋଧନ, ଡି.ଆର.ଆର ଧାନ ୪୨ ଚାଷ ପଦ୍ଧତି |
English
ଓଡ଼ିଆ
|
ସହଭାଗୀ ଧାନ | କିସମ | ବୃଷ୍ଟିପୃଷ୍ଟ ଅଞ୍ଚଳରେ ଜଳସଙ୍କଟ ଧାନ ଉତ୍ପାଦନ ପାଇଁ ଏକ ମୁଖ୍ୟ ସମସ୍ୟା । ଭାରତର ପ୍ରାୟ ୧୩ ନିୟୁତ ହେକ୍ଟର ବୃଷ୍ଟିପୃଷ୍ଟ ଧାନ ଜମି ମରୁଡ଼ି ପ୍ରବଣ ଅଟେ । ଏହି ବୃଷ୍ଟିପୃଷ୍ଟ ଅଞ୍ଚଳର ଧାନ ଚାଷୀମାନେ ଅନେକ ସମୟରେ ଫସଲର କୈାଣସି ନା କୈାଣସି ଅବସ୍ଥାରେ ମରୁଡ଼ି ହେତୁ କ୍ଷତି ସହିଥାନ୍ତି । | ସହଭାଗୀ ଧାନ, ଚାପ ସହଣି ଧାନ କିସମ, ମରୁଡ଼ି ସହଣି ଧାନ, ସହଭାଗୀ ଧାନ ଚାଷ ପଦ୍ଧତି |
English
ଓଡ଼ିଆ
|
ସ୍ଵର୍ଣ୍ଣ ସବ ୧ ଧାନ | କିସମ | ସ୍ୱର୍ଣ୍ଣ (ଏମ୍.ଟି.ୟୁ. ୭୦୨୯ ବା କେତେକ ଅଞ୍ଚଳରେ କୁହାଯାଉଥିବା ସ୍ୱର୍ଣ୍ଣ ମଶୁରୀ) ଧାନ, ଭାରତ ବର୍ଷରେ ଅତି ଲୋକପ୍ରିୟ ଧାନ ଭାବରେ ଓ ବିଶେଷ କରି ଆନ୍ଧ୍ରପ୍ରଦେଶ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ପୂର୍ବ ଉତ୍ତର ପ୍ରଦେଶ, ଛତିଶଗଡ଼, ତ୍ରିପୁରା ଓ ଆସାମରେ ଏବେ ପ୍ରାୟ ୬ ନିୟୁତ (୬୦ଲକ୍ଷ) ହେକ୍ଟର ଜମିରେ ଚାଷ କରାଯାଉଅଛି । | ସ୍ଵର୍ଣ୍ଣ ସବ ୧ ଧାନ, ଅଧିକ ଅମଳକ୍ଷମ ଧାନ କିସମ, ଚାପ ସହଣି ଧାନ କିସମ, ଠିଆପଣି ସହିପାରୁଥିବା ଧାନ, ସ୍ଵର୍ଣ ସବ ୧ ଧାନ ଚାଷ ପଦ୍ଧତି |
English
ଓଡ଼ିଆ
|
ଧଣିଚା | ବିହନ | ଧଣିଚା ହେଉଛି ମାଟିରେ ଯବକ୍ଷାର ସାର ଓ ଜୈବିକ ପଦାର୍ଥ ଯୋଗ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ ଡାଲିଜାତୀୟ ସବୁଜ ସାର ଫସଲ । | ସବୁଜ ଖତ, ଧାନରେ ଧଣିଚାର ଉପଯୋଗ, ଯବକ୍ଷାର ପାଇଁ ଧଣିଚା ବ୍ୟବହାର, ଧଣିଚା ମଞ୍ଜି ଉତ୍ପାଦନ |
English
ଓଡ଼ିଆ
|
ବିହନ ବୁଣା ଯନ୍ତ୍ର ରୁନ୍ଧି ହେବା | ବିହନ | ବିହନ ବୁଣାଯନ୍ତ୍ର ରୁନ୍ଧି ହୋଇଗଲେ ଏଥିରୁ ବିହନ ବାହାରିପାରେ ନାହିଁ, ଫଳରେ ଗଛ ହୋଇ ନଥାଏ । ବେଳେବେଳେ ଧାଡ଼ି ମଧ୍ୟରେ ମଝିରେ ମଝିରେ ଗଛ ନଥାଏ ବା ଗୋଟିଏ ସ୍ଥାନରେ ଆଦୌ ଗଛ ନଥାଏ । | ବିହନ ବୁଣା ଯନ୍ତ୍ର ରୁନ୍ଧି ହେବା, ବିହନ ବୁଣା ଯନ୍ତ୍ର, ଗଛର ସଠିକ ସ୍ଥାପନା |
English
ଓଡ଼ିଆ
|
ଅଧିକ ଗଭୀରରେ ବିହନ | ବିହନ | ବିହନକୁ ଅଧିକ ଗଭୀରରେ ବୁଣାଗଲେ ଏଥିରୁ କମ୍ ଗଛ ହୁଏ, ଗଛଗୁଡ଼ିକ ରୁଗ୍ଣ ହୁଏ, ଗଛ ଭଲ ବଢ଼େ ନାହିଁ ଏବଂ କିଆରୀରେ ଗଛ ସଂଖ୍ୟା କମିଯାଏ । କିଆରୀରେ ଫସଲ ତୁଳନାରେ ଅଧିକ ଘାସ ହୋଇଥାଏ । | ଅଧିକ ଗଭୀରରେ ଧାନ ବିହନ, ଗଭୀରରେ ପଡ଼ିଥିବା ବିହନର ଲକ୍ଷଣ, ବିହନର ଗଭୀରତା ପରିଚାଳନା, ବୁଣା ଜନିତ ସମସ୍ୟା |
English
ଓଡ଼ିଆ
|
ବିହନ ପରିମାଣ (କମ) | ବିହନ | କମ୍ ପରିମାଣରେ ବିହନ ବୁଣାଗଲେ ଗଛ ସଂଖ୍ୟା ହ୍ରାସ ପାଇବା ଯୋଗୁଁ କିଆରୀର କିଛି ସ୍ଥାନ ଫାଙ୍କା ରହେ ଓ ଅନାବନା ଘାସ ପରିମାଣ ବୃଦ୍ଧି ପାଏ । | କମ ପରିମାଣର ବିହନ, ପର୍ଯ୍ୟାପ୍ତ ପରିମାଣ ଠାରୁ କମ ଗଛ, ଗଛର ସଠିକ ସ୍ଥାପନା, ଜମିରେ କମ ବିହନର ପରିଚାଳନା |
English
ଓଡ଼ିଆ
|