ତଥ୍ୟ ପତ୍ରର ନାମ | ବିଷୟ | ସାରାଂଶ | ମୁଖ୍ୟ ଶବ୍ଦ | ଡାଉନଲୋଡ଼ |
---|---|---|---|---|
ଧାନ ବୁଣିବା ଓ ରୋଇବା | ଫସଲ ସ୍ଥାପନା | ଭଲ ଭାବେ ପ୍ରସ୍ତୁତ କରାଯାଇଥିବା ଜମିରେ ଉନ୍ନତ ମାନର ବିହନ ବୁଣାଗଲେ ଉପଯୁକ୍ତ ଗଛ ସଂଖ୍ୟା ରହିବା ସହିତ ଫସଲ ଭଲ ବଢ଼ିଥାଏ । ଏହି ଫସଲ ଅନାବନା ଘାସ ଓ ରୋଗପୋକ ସହିତ ପ୍ରତିଯୋଗିତା କରି ଆଶାନୁରୂପ ଅମଳ ଦେଇଥାଏ । ବୁଣାହେଉ କିମ୍ବା ରୁଆହେଉ ଧାନର ଅମଳ କ୍ଷମତା ଅପରିବର୍ତ୍ତିତ ରହିଥାଏ । | ଧାନ ବୁଣା/ରୁଆ ପଦ୍ଧତି, ବିହନ ପରିମାଣ ଓ ଗଛ ସଂଖ୍ୟା, ଛଟା ବୁଣା, ଧାନ ରୁଆ | English ଓଡ଼ିଆ |
ବୁଣା ଧାନ | ଫସଲ ସ୍ଥାପନା | ବୁଣା ଯାଇଥିବା ଧାନ କିଆରୀରେ ଗଛ ଢ଼ଳିଯିବା, ଅଧିକ ଘାସ ହେବା ଓ ଅସମାନ ଭାବେ ଗଛର ଅଭିବୃଦ୍ଧି ଆଦି ସମସ୍ୟା ଦେଖାଯାଇଥାଏ । ଅତି ବହଳିଆ ବୁଣା ଯାଇଥିଲେ ଗଛର କାଣ୍ଡ ସରୁ ହେବା ଯୋଗୁଁ ଗଛ ଢ଼ଳିପଡ଼େ । | ବୁଣା ଧାନ, ଧାନ ଫସଲର ଘନତ୍ତ୍ଵ, ସଠିକ ବୁଣା କିପରି ଜାଣିବେ, ଭୁଲ ବୁଣା ଜନିତ କ୍ଷତି, ସଠିକ ଧାନ ବୁଣା ପ୍ରଣାଳୀ | English ଓଡ଼ିଆ |