ଚେର ଗଣ୍ଠି ସୂତ୍ରଜୀବ | ଜୈବିକ ଚାପ | ଏହା ଆକ୍ରାନ୍ତ ଗଛର ଚେରରେ ରହିପାରେ । ମାଟିରେ ୩୨% ଜଳୀୟ ଅଂଶ ରହିଥିଲେ ଏହା ଭଲ ବଢ଼ିଥାଏ । ଧାନର ପିଲ ହେବା ଓ ଥୋଡ଼ ହେବା ଅବସ୍ଥାରେ ମାଟିରେ ଜଳୀୟ ଅଂଶ ୨୦ ରୁ ୩୦% ଥିବାବେଳେ ଏହା ଭଲ ବଢ଼ିଥାଏ । ସୂତ୍ରଜୀବ ପ୍ରତି ସମ୍ବେଦନଶୀଳ ଧାନ କିସମରେ ଏହାର ସଂଖ୍ୟା ବୃଦ୍ଧି ହୋଇଥାଏ । | ଧାନରେ ଚେର ଗଣ୍ଠି ସୂତ୍ରଜୀବ, ସୂତ୍ରଜୀବ ଉପସ୍ଥିତି କିପରି ଜାଣିହେବ, ଚେର ଗଣ୍ଠି ସୂତ୍ରଜୀବର ପରିଚାଳନା, କେମିକାଲ ଦ୍ଵାରା ଚେର ଗଣ୍ଠି ସୂତ୍ରଜୀବ ନିୟନ୍ତ୍ରଣ |
English
ଓଡ଼ିଆ
|
ରୂପାନ୍ତରିତ ମସିଣା ତଳିଘେରା | ଫସଲ ସ୍ଥାପନା | ଗୋଟିଏ ଟାଣୁଆ ସ୍ଥାନରେ ମାଟିର ମିଶ୍ରଣକୁ ପକାଯାଇ ତା ଉପରେ ଚାରା ଉତ୍ପାଦନ କରିବାକୁ ରୂପାନ୍ତରିତ ମସିଣା ତଳିଘେରା କୁହାଯାଏ । ବୁଣିବାର ୧୫-୨୦ ଦିନ ପରେ ଚାରାଗଛ ରୋଇବା ପାଇଁ ପ୍ରସ୍ତୁତ ହୋଇଯାଏ । | ରୂପାନ୍ତରିତ ମସିଣା ତଳିଘେରା, ରୂପାନ୍ତରିତ ମସିଣା ତଳିଘେରା ପ୍ରସ୍ତୁତି ପ୍ରଣାଳୀ, ତଳିଘେରା ପ୍ରସ୍ତୁତି, ତଳିଘେରା ପାଇଁ ଖାଦ୍ୟସାର |
English
ଓଡ଼ିଆ
|
ଓଡ଼ିଶାରେ ଦେଖାଯାଉଥିବା ପ୍ରମୁଖ ଘାସ | ଘାସ ପରିଚାଳନା | ପାଖାପାଖି ସମସ୍ତ ପ୍ରକାର ପରିବେଶ ଓ ଜଳବାୟୁରେ ଧାନ ଚାଷ କରାଯାଇପାରେ। ଏହି ସବୁ ପରିବେଶରେ ଅନାବନା ଘାସ ଏକ ମୁଖ୍ୟ ସମସ୍ୟା ଅଟେ। ଏହା ଉଭୟ ଅମଳ ଓ ଆୟକୁ ପ୍ରଭାବିତ କରିଥାଏ। | ଧାନ ଫସଲରେ ଦେଖାଯାଉଥିବା ଘାସ, ଅନାବନା ଘାସ, ମୁଥା ଜାତୀୟ ଘାସ, ଚଉଡ଼ା ପତ୍ର ଘାସ |
English
ଓଡ଼ିଆ
|
ଘାସମରା ଔଷଧ ବିଷାକ୍ତତା | ଘାସ ପରିଚାଳନା | ଠିକ୍ ଭାବେ ଘାସମରା ଔଷଧ ବ୍ୟବହାର କରା ନଗଲେ ଯଥା ଭୁଲ୍ ପରିମାଣ ବ୍ୟବହାର, ଫସଲର ଭୁଲ ଅବସ୍ଥାରେ ପ୍ରୟୋଗ ଅଥବା ଗଜା ହେଉଥିବା ଗଛ ସଂସ୍ପର୍ଶରେ ଆସିଲେ (ପାଣି ସହିତ ମିଶି ଔଷଧ ମାଟି ଭିତରକୁ ଯାଏ), ଏହି ସମସ୍ୟା ଦେଖାଯାଇଥାଏ । | ଧାନରେ ଘାସମରା ଔଷଧ ବିଷାକ୍ତତା, ଔଷଧ ବିଷାକ୍ତତା ଲକ୍ଷଣ,ଘାସମରା ଔଷଧ ବିଷାକ୍ତତା ନିୟନ୍ତ୍ରଣ ପଦ୍ଧତି |
English
ଓଡ଼ିଆ
|
ସମନ୍ଵିତ ଘାସ ପରିଚାଳନା | ଘାସ ପରିଚାଳନା | ଅମଳ ହ୍ରାସ ରୋକିବା ଓ ଚାଷ ଖର୍ଚ୍ଚ କମାଇବା ପାଇଁ ଘାସ ଦମନ ନିହାତି ଆବଶ୍ୟକ । ଏହାଦ୍ୱାରା ଉନ୍ନତ ମାନର ଶସ୍ୟ ଅମଳ ହୋଇଥାଏ । ଧାନ ଫସଲ ଚାଷର ବିଭିନ୍ନ ଅବସ୍ଥା ଯଥା ଜମି ପ୍ରସ୍ତୁତି, ତଳି ପଟାଳି ଏବଂ ପ୍ରାଥମିକ ଅଭିବୃଦ୍ଧି ଅବସ୍ଥାରେ ଘାସ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । | ଧାନ ଫସଲରେ ସମନ୍ଵିତ ଘାସ ପରିଚାଳନା, ଘାସ ପରିଚାଳନା ପଦ୍ଧତି, ହାତରେ ଘାସ ବଛା, ମେସିନ ଦ୍ଵାରା ଘାସ ବଛା, କେମିକାଲ ଦ୍ଵାରା ଘାସ ନିୟନ୍ତ୍ରଣ, ପାରମ୍ପରିକ ପଦ୍ଧତିରେ ଘାସ ନିୟନ୍ତ୍ରଣ |
English
ଓଡ଼ିଆ
|
ଏକାନ୍ତର ପାଣି ମଡ଼ାଯିବା ଓ ଶୁଖାଇବା ଦ୍ଵାରା ଜଳ ସଞ୍ଚୟ | ଜଳ ପରିଚାଳନା | ଏକାନ୍ତର ଭାବେ ପାଣି ମଡ଼ାଇବା ଓ ଶୁଖାଇବା ପଦ୍ଧତିରେ ଚାଷୀମାନଙ୍କୁ ଧାନଚାଷ ପାଇଁ କମ୍ ପାଣି ବ୍ୟବହାର କରିବାକୁ ପଡିଥାଏ । ଏଥିଯୋଗୁଁ ଅମଳ ପ୍ରଭାବିତ ହୁଏ ନାହିଁ । | ଏକାନ୍ତର ପାଣି ମଡ଼ାଯିବା ଓ ଶୁଖାଇବା, ଧାନରେ ଜଳସେଚନର ନିୟନ୍ତ୍ରଣ, ପାଣି ପାଇପ ବ୍ୟବହର ପଦ୍ଧତି, ଧାନରେ ସଠିକ ଭାବେ ଜଳ ପରିଚାଳନା, ଏକାନ୍ତର ପାଣି ମଡ଼ାଯିବା ଓ ଶୁଖାଇବା ପଦ୍ଧତି ଅବଲମ୍ବନ |
English
ଓଡ଼ିଆ
|
ଧାନ କିସମ ଚୟନ | କିସମ | ସ୍ଥାନୀୟ ଅଂଚଳରେ ଚାଷ କରାଯାଉଥିବା କିସମ ବ୍ୟବହାର ଦ୍ୱାରା ଉପଯୁକ୍ତ ଗଛ ସଂଖ୍ୟା ରହିବା ସହିତ ଅଧିକ ଅମଳ ମିଳେ ଓ ବଜାରରେ ଶସ୍ୟର ମାନ ଗ୍ରହଣୀୟ ହୋଇଥାଏ । | ଧାନ କିସମ ଚୟନ, କିସମ ସମ୍ବନ୍ଧୀୟ ନିଷ୍ପତ୍ତି, ନୂତନ କିସମର ମାନ ନିର୍ଦ୍ଧାରଣ, ଧାନରୁ କିପରି ଅଧିକ ଅମଳ ମିଳିପାରିବ |
English
ଓଡ଼ିଆ
|
ମିଶ୍ରିତ କିସମ | କିସମ | କିଆରୀରେ ବିଭିନ୍ନ କିସମର ଗଛ ମିଶି ରହିଥିଲେ, ଧାନ ପାଚିବା ସମୟରେ ପ୍ରଭେଦ ଦେଖାଯାଇଥାଏ । ଏଥିସହିତ ଦାନା ପୂରଣରେ ବିଷମତା ଓ ଅମଳ ସମୟରେ ଶସ୍ୟରେ ଥିବା ଜଳୀୟ ବାଷ୍ପ ପରିମାଣରେ ପ୍ରଭେଦ ଦେଖାଯାଇଥାଏ । | ମିଶ୍ରିତ କିସମ, ମିଶ୍ରିତ କିସମ ଚିହ୍ନିବା ପଦ୍ଧତି, ମିଶ୍ରିତ କିସମ ପାଇଁ ପରିଚାଳନା, ନିମ୍ନ ମାନର ବିହନ, ଧାନରେ ମିଶା |
English
ଓଡ଼ିଆ
|
କିସମର ଶୁଦ୍ଧତା ପରୀକ୍ଷା | କିସମ | ଗୋଟିଏ ବିହନ ଭଲ ବା ପ୍ରମାଣିକୃତ ବିହନ ହେବା ପାଇଁ, ବିହନ ପ୍ରମାଣୀକରଣ ମାନ ଅନୁସାରେ ଏହି କିସମର ଶୁଦ୍ଧତା ନିର୍ଦ୍ଧାରିତ ହୋଇଥିବା ଦରକାର । | ଧାନ କିସମର ଶୁଦ୍ଧତା ପରୀକ୍ଷା, ଧାନର ଆକାର ଓ ଆକୃତି, ଦାନାର ଓଜନ, ଲାଲ ଦିଶୁଥିବା ଦାନା, କିସମ ଶୁଦ୍ଧତା ପରୀକ୍ଷା କାହିଁକି ଆବଶ୍ୟକ |
English
ଓଡ଼ିଆ
|
ସାମ୍ବା ମସୁରୀ ସବ ୧ ଧାନ | କିସମ | ସାମ୍ବା ମଶୁରୀ ସବ-୧ ଏକ ମଧ୍ୟମ ଅବଧି (୧୩୫ ଦିନ) ଅଧିଳ ଅମଳକ୍ଷମ ଧାନ କିସମ ଅଟେ । ଠିଆପାଣି ସହନଶୀଳ ଏହି କିସମ ଅଳ୍ପ ଖାଲ ଜମି ପାଇଁ ଉପଯୁକ୍ତ ଅଟେ । ଏହାର ଉଚ୍ଚତା ମଧ୍ୟମ ଗେଡ଼ା (୮୫-୯୦ ସେ.ମି.) ଓ ଏଥିରୁ ଉନ୍ନତ ମାନର (ମଧ୍ୟମ ଲମ୍ବା) ଚାଉଳ ମିଳିଥାଏ । | ଅଧିକ ଅମଳକ୍ଷମ ଧାନ କିସମ, ଚାପ ସହଣି ଧାନ କିସମ, ବନ୍ୟା ସହନଶୀଳ ଧାନ, ସାମ୍ବା ମସୁରି ସବ ୧ ଧାନର ଚାଷ ପ୍ରଣାଳୀ |
English
ଓଡ଼ିଆ
|